ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଥମ ଦିନରେ ନାମାଙ୍କନ ଦାଖଲ ହୋଇନାହିଁ – ଅଧକ୍ଷ ପଦ ପାଇଁ ୫ ନାମାଙ୍କନ ପତ୍ର ଓ କାଉନସିଲର ପାଇଁ ୧୦ ନାମାଙ୍କନ ପତ୍ର ବିକ୍ରୟ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ମାର୍ଚ୍ଚ ବୁଧବାର ) ରଣପୁର :- ପୌର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରେ ନୟାଗଡ଼ ଜିଲା ରଣପୁର । ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଥମ ଦିନରେ ନାମାଙ୍କନ ଦାଖଲ ହୋଇନାହିଁ । ପ୍ରଥମ ଦିନରେ । ଅଧକ୍ଷ ପଦ ପାଇଁ ୫ ନାମାଙ୍କନ ପତ୍ର ଓ କାଉନସିଲର ପାଇଁ ୧୦ ନାମାଙ୍କନ ପତ୍ର ବିକ୍ରୟ ହୋଇଥିବା ।

ନିର୍ବାଚନ ଅଧିକାରୀ ଯୁଗଳ କିଶୋର ମିଶ୍ର ସୂଚନା ଦେଇଛନ୍ତି । ନାମଙ୍କନ ପତ୍ର ଦାୟିତ୍ଵ ରେ ସରୋଜ କୁମାର ମହାନ୍ତି, ଜ୍ୟୋତି ରଞ୍ଜନ ପଟ୍ଟନାୟକ ଗତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ଅଧ୍ୟକ୍ଷ ପଦ ହାସଲ କରିଥିଲା । ୧୫ କାଉନସିଲରଙ୍କ ମଧ୍ୟରୁ ୧୩ ବିଜେଡି ସପକ୍ଷରେ ଯାଇଥିବା ବେଳେ କଂଗ୍ରେସ ଓ ସ୍ଵାଧୀନ ଗୋଟିଏ ଗୋଟିଏ ଆସନ ହାସଲ କରିଥିଲା ।