ଆମ ପୋଲିସ କାର୍ଯ୍ୟ କ୍ରମରେ ଵୈରି ଥାନା ପକ୍ଷରୁ ସାମୁହିକ ଶପଥ ପାଠ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ବଡ଼ଚଣା :- ରାଜ୍ୟ ସରକାରଙ୍କ 5t ଅନ୍ତର୍ଗତ ଆମ ପୋଲିସ କାର୍ଯ୍ୟକ୍ରମରେ ବଇରୀ ଥାନାରେ ସାମୁହିକ ଶପଥ ପାଠ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଥାନାର ଅଞ୍ଚଳର ସମସ୍ତ ଜନ ସାଧାରଣ ର ସୁବିଧା ଅସୁବିଧାରେ ସାଧାରଣ ଲୋକଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବା ତଥା ସାଧାରଣ ଲୋକଙ୍କ ହିତରେ,

ଜନତାଙ୍କ ନିକଟର ହୋଇ କାମ ସୁଚାରୁ କାର୍ଯ୍ୟ କରିବା କୁ ନିର୍ଦ୍ଦେଶ ରହିଛି । ତେବେ ବୈରୀ ଥାନା ପକ୍ଷରୁ ଆଜି ଅଧିକାରୀ ସଂଘମିତ୍ରା ନାୟକ ସମେତ ସମସ୍ତେ ସାମୁହିକ ଶପଥ କରିଥିଲେ ।