ବିଦ୍ୟୁତ ସମବାୟ ସମିତିର କର୍ମଚାରୀ ମାନଙ୍କ ପେନସନ :

ଭୁବନେଶ୍ୱର,ବିଧାନସଭା  (ଓଡିଶାତାଜାନ୍ୟୁଜ୍ ) ବିଧାନସଭା ତା-13.3.2020 :- ଆଠଗଡ ଗ୍ରାମାଞ୍ଚଳ ବିଦ୍ୟୁତ ସମବାୟ ସମିତିର କର୍ମଚାରୀ ମାନଙ୍କ ପେନସନ ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅନ୍ୟାନ୍ୟ ପଦାଧିକାରୀ ଓ ମାନ୍ୟବର ବିଦ୍ୟୁତ ଯୋଗାଣ ମନ୍ତ୍ରୀ ଙ୍କ ଉପସ୍ଥିତ ରେ ବିଧାନସଭା ପ୍ରକୋଷ୍ଠରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି ।