ଅଙ୍ଗନୱାଡ଼ି ଗୃହ ଉଦଘାଟନ – ଶ୍ରୀକାନ୍ତ

ପୋଲସରା ବ୍ଲକ (ଓଡିଶା ତାଜା ନ୍ୟୁଜ୍ ) ଢ଼ଉମାଳ ଗ୍ରାମ 4.3. 2020 ରିଖ :- ପୋଲସରା ବ୍ଲକ ଅନ୍ତର୍ଗତ ଢ଼ଉମାଳ ଗ୍ରାମର ଅଙ୍ଗନୱାଡ଼ି ଗୃହକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ

ଯୋଗଦେଇ ଉଦଘାଟନ କରିଛନ୍ତି ଓ ଲୋକମାନଙ୍କ ସମସ୍ୟା ବୁଝିବା ସହ ଗ୍ରାମର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଛନ୍ତି।ପୋଲସରା ବ୍ଲକ ଅଧ୍ୟକ୍ଷ, ଉପଧ୍ୟକ୍ଷା, ସରପଞ୍ଚ, CDPO ଏବଂ ଗ୍ରାମ ବାସୀ ଉପସ୍ଥିତ ଥିଲେ।