କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଗାଡି ନୀଳଗିରି ପୋଡାଶୂଳ ନିକଟରେ ଦୁର୍ଘଟଣା

ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ନୀଳଗିରି :- ବାଲେଶ୍ୱର ଜିଲ୍ଲାର ନୀଳଗିରି ପୋଡାଶୂଳ ନିକଟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଗାଡି ଟ୍ରାକଟର ସହିତ ଦୁର୍ଘଟଣା l ଡ୍ରାଇଭର,ପିଏ ଙ୍କ ସହ ଶ୍ରୀ ଷଡଙ୍ଗୀ ସାମାନ୍ୟ ଆହତ ହୋଇ ଛନ୍ତି l

ପ୍ରାଥମିକ ଅବସ୍ଥାରେ ନୀଳଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେବା ପରେ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାଂତର କରାଯାଇଛି l (ଦୀପ୍ତିମାନ ପତି, ବାଲେଶ୍ୱର )