ସମାଜ ସେବୀ ମହିଳା ଅଞ୍ଜନା ଦେବୀ – ଅକାଳ ବିୟୋଗ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର )କେନ୍ଦ୍ରାପଡ଼ା :- ଅଞ୍ଜନା ମାଡାମ ଥିଲେ ଜଣେ ଅମାୟିକ ଓ ଭଦ୍ର ଏବଂ ପରଉପକାରୀ ସମାଜ ସେବୀ ମହିଳା ଦେଖିବାକୁ ଗଲେ ଅନ୍ୟ ପକ୍ଷରେ ଆମ ବହୁଜନ ସମାଜ ର ଜଣେ ଦରଦୀ ମାଆ ପରି । ବିଶେଷ ଭାବରେ କେନ୍ଦ୍ରାପଡ଼ା ଓପଡୋଶୀ ଜଗତସିଂହପୁର ଜିଲ୍ଲାରେ ଆମ୍ବେଦକର ବାଦର ସେଥିଲେ ଜଣେ ପ୍ରଚାରକ୍ଷେତ୍ରରେ ମୁଖ୍ୟ ମହିଳା କର୍ଣ୍ଣଧାର ଦୀର୍ଘ 25ବର୍ଷ ମଧ୍ୟରେ ମୁଁ ଓ ଅନ୍ୟ ବହୁଜନ ସାଥି ମାନେ ଅନେକ ସମୟରେ ପରାମର୍ଶ ଓ ସାହାଯ୍ୟ ପାଇଁ ଗୋଛୟତ ସାର ଙ୍କ ଘରକୁ ବହୁବାର ଯାଇଛୁ, ତେବେ ସେ ସମୟରେ ସବୁବେଳେ ମାଡାମ ଅଞ୍ଜନାଆମ୍ଭ ମାନଙ୍କୁ ବହୁଜନ ସମାଜ କୁ ଶାସକ ସମାଜ ରେ ଗଢି ତୋଳିବା ପାଇଁ ନିଷ୍ଠା ପର ଭାବେ କାମ

କରିବା ନିମନ୍ତେ ଅନେକ ଉଦ୍ୟପନା ଦେଖାଇ ବା ସହିତ ଉତ୍ସାହିତ କରୁଥିଲେ।ଆମକୁ ନିଜର ପରିବାର ସଦସ୍ୟ ଭଳି ବ୍ୟବହାର କରୁଥିଲେ ।ଆଜି ତାଙ୍କ ର ଅକାଳ ବିୟୋଗରେ ଆମ୍ଭେ ମାନେ ଆମର ଜଣେ ମା ଙ୍କୁ ହରାଇଲୁ।ଏହି ଦୁଃଖ ସମୟରେ ଭଗବାନ ଗୌତମ ବୁଦ୍ଧ ଗୋଛୟତ ସାର, ରାଜୁ ବାବୁ,ତାଙ୍କ ପରିବାର ବର୍ଗ ର ସମସ୍ତଙ୍କୁ ତଥା ଅନ୍ୟ ସମସ୍ତ ଅଞ୍ଜନା ପ୍ରେମୀଙ୍କୁ ଧର୍ଯ୍ୟ ର ସାହାସ ଦିଅନ୍ତୁ, l ଏତିକି କାମନା କରୁଛି। ଆସନ୍ତୁ ଭାଇ ଭଉଣୀ ମାନେ ମିଳିମିଶି ତାଙ୍କ ଅଧୁରା କାର୍ଯ୍ୟକୁ ପୂରଣ କରିବା ର ଏକ ନୂଆ ସଂକଳ୍ପ ସଂକଳ୍ପ ଓ ଶପଥ ନେବାଜୟ ଭୀମ ଜୟ ଅଞ୍ଜନା ଜୟ ଭାରତ .(କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ, ଓଡିଶା ତାଜା ନିୟୁଜ )