ରଣପୁର ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଏପ୍ରିଲ , ଶୁକ୍ରବାର ) ରଣପୁର :- ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକର ଏନ.ପି.ଏସ୍. ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ଚୟନ ହୋଇଥିବା ଜଣା ପଡିଛି l ରଣପୁର ବ୍ଲକ ସଭାପତି ଭାବେ ଅନିଲ କୁମାର ପାଇକରାୟ, ବ୍ଲକ ସମ୍ପାଦକ ଭାବେ ଜ୍ୟୋତି ରଞ୍ଜନ କର, ବ୍ଲକ କୋଷାଧ୍ୟକ୍ଷ ଭାବେ ପବିତ୍ର ମୋହନ ସାମନ୍ତରାୟ ମନୋନୀତ ହୋଇଥିବା ଜଣା ପଡିଛି l

ସେହିପରି ରଣପୁର ସର୍କଲ ସଭାପତି ଭାବେ ଅଜୟ କୁମାର ସାହୁ, ଉପ-ସଭାପତି ଭାବେ ପାର୍ବତୀ ସାହୁ, ସମ୍ପାଦକ ଭାବେ ପ୍ରଶାନ୍ତ ଘଡେଇ, କୋଷାଧକ୍ଷ ଭାବେ ସୁଶୀଲ କୁମାର ରଣା, ବ୍ଲକ ସଦସ୍ୟ ଭାବେ ପ୍ରଫୁଲ ବାରିକ, ଗୋପାଳପୁର ସର୍କଲ ସଭାପତି ଭାବେ ସନ୍ତୋଷ ରାଉତ୍ତରାୟ, ଉପ-ସଭାପତି ଭାବେ ରଶ୍ମିତା ସାହୁ, ସମ୍ପାଦକ ଭାବେ ପ୍ରଭାତ କୁମାର ଦଳବେହେରା,

କୋଷାଧକ୍ଷ ଭାବେ ସୁଶାନ୍ତ କୁମାର ପ୍ରଧାନ ଏବଂ ରାଜସୁନାଖଳା ସର୍କଲ ସଭାପତି ଭାବେ ରମାକାନ୍ତ ସାହୁ, ଉପ-ସଭାପତି ଭାବେ ଅନାମିକା ପ୍ରାଣିଗ୍ରାହୀ, ସମ୍ପାଦକ ଭାବେ ମାନସ ରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ଅଶୋକ କୁମାର ବେହେରା, ବ୍ଲକ ସଦସ୍ୟ ଭାବେ ନିରଞ୍ଜନ ପଟ୍ଟନାୟକ ମନୋନୀତ ହୋଇଥିବା ଜଣା ପଡିଛି l ଏହି ନୂତନ କର୍ମକର୍ତ୍ତମାନେ ଶିକ୍ଷକ ଶୀକ୍ଷୟତ୍ରୀମାନଙ୍କ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶୃତି ଦେଇଥିବା ଜଣା ପଡିଛି l