କଷି ଲଗ୍ ଜବତ କଲା ବନ ବିଭାଗ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଏପ୍ରିଲ ୨୦୨୧, ମଙ୍ଗଳବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ଭା ଲିଆ ପଦର ଗ୍ରାମ ନିକଟରୁ ବନ ବିଭାଗ ଚଢ଼ାଉ କରି ୪ ଟି କଷି ଲଗ୍ ଜବତ କରିଛି ।ସୂଚନା ଅନୁଯାୟୀ  ମହିତମା ଫରେଷ୍ଟର  ରାକେଶ କୁମାର ସାହୁ, ଫରେଷ୍ଟ ଗାର୍ଡ ଶ୍ରଦ୍ଧାଞ୍ଜଳୀ ସାହୁ,ବିନାୟକ ଜେନା,ଶ୍ରୀକାନ୍ତ ନାୟକ ପ୍ରମୁଖ ଚଢ଼ାଉ କରି ୪ ଟି କଷି ଲଗ୍ ଜବତ କରିଥିଲେ।ଯାହାର ଆନୁମାନିକ ମୂଲ୍ୟ ୧୫ ହଜାର ଟଙ୍କା ହେବ ବୋଲି ମହିତମା ଫରେଷ୍ଟର ସୂଚନା ଦେଇଛନ୍ତି ।