ଓଡ଼ଗାଁ ଏନଏସିର ଆଖୁପଦର ଓ ୭ ନଂ ୱାର୍ଡରେ ଗ୍ରୀନ୍ ଫିଲ୍ଟ ଏଲ୍.ଇ.ଡି ଷ୍ଟ୍ରିଟ୍ ଲାଇଟ୍ ଉଦଘାଟନ କଲେ – ମନ୍ତ୍ରୀ ଡଃ ସାହୁ

ଓଡ଼ିଶା ତାଜା ନ୍ୟୁଜ୍ ( ୧୦ ଏପ୍ରିଲ , ଶନିବାର ) ଓଡ଼ଗାଁ :- ଆଜି ସନ୍ଧ୍ୟାରେ ଓଡ଼ଗାଁ ଏନ୍ଏସି ଅଞ୍ଚଳର ରାମସାଗର ୱାର୍ଡ ନମ୍ବର ୭ , ଟାଙ୍ଗିଆସାହି , ଆଖୁପଦର ଓ ବିଲମାନପୁର ରାସ୍ତା ପାର୍ଶ୍ବର ଆଲୋକିକରଣ ବ୍ୟବସ୍ଥାର ଉଦ୍ଘାଟନ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା ଡଃ ଅରୁଣ କୁମାର ସାହୁ ଉପୋରକ୍ତ ୱାର୍ଡ ଓ ଗାଁ ମାନଙ୍କୁ ଯାଇ ନୂତନ ଆଲୋକିକରଣ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଗ୍ରୀନ୍ ଫିଲ୍ଟ ଏଲ୍.ଇ.ଡି ଷ୍ଟ୍ରିଟ୍ ଲାଇଟ୍ ଉଦ୍ଘାଟନ କଲେ ମନ୍ତ୍ରୀ ଡଃ ସାହୁ

ଜିଲ୍ଲାପରିଷଦ ଲୋକନାଥ ସାହୁ , ବିଭୁପ୍ରସାଦ ସାହୁ , ଏନ୍ଏସି କାର୍ଯ୍ୟନିର୍ବାହ ଅଧିକାରୀ ସ୍ବାତୀ ମିଶ୍ର ଓ ବ୍ଲକ ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ମଲ୍ଲିକ ଉପସ୍ଥିତ ରହିଥିଲେ । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )