ବିଧାୟକ ରାଜନଗର ଶ୍ରୀଯୁକ୍ତ ଧ୍ରୁବ ସାହୁଙ୍କ କରକମଳରେ ସମାହିତ ,କେନ୍ଦ୍ରାପଡା

ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ , ରବିବାର ) କେନ୍ଦ୍ରାପଡା :- ରାଜନଗର ବ୍ଲକ୍ ଅନ୍ତର୍ଗତ କଣ୍ଡିରା ପଞ୍ଚାୟତ ର ଜଳିଛକ ଠାରେ ଜଳସଂପଦ ବିଭାଗ ଓଡ଼ିଶା ସରକାରଙ୍କ ଜଳନିକାଶ ବିଭାଜନ କେନ୍ଦ୍ରାପଡା ଦ୍ବାରା ଜଳି-ଭିତରଗଡ଼ ପାଟନାଳୀ ଏବଂ ଏହାର ଶାଖାନାଳୀ ର ପୁନରୁଦ୍ଧାର କାର୍ଯ୍ୟ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ମାନ୍ୟବର ବିଧାୟକ ରାଜନଗର ଶ୍ରୀଯୁକ୍ତ ଧ୍ରୁବ ସାହୁଙ୍କ କରକମଳରେ ସମାହିତ ,

ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ , ସ୍ଥାନୀୟ ନେତୃମଣ୍ଡଳୀ ଓ ଜନସାଧାରଣ ଉପସ୍ଥିତ ଥିଲେ (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)