କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀମତୀ ସୁବାସିନୀ ଜେନାଙ୍କ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର )ବାଲେଶ୍ୱର ,ନୀଳଗିରି :- ନୀଳଗିରି ବ୍ଲକ ବ୍ରହ୍ମପୁର ମିନି ଷ୍ଟାଡିଅମ ଠାରେ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବିଜେଡିର ବରିଷ୍ଠ ନେତ୍ରୀ ତଥା ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ଶ୍ରୀମତୀ ସୁବାସିନୀ ଜେନା

ଯୋଗଦାନ କରି ପ୍ଲାଏର ମାନଙ୍କୁ ଉତ୍ସାହିତ କରିଥିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ କେମିତି ରାଜ୍ୟ ଓ ଦେଶର କ୍ରିକେଟ ଟିମରେ ସ୍ଥାନ ପାଇ ପାରିବେ ସେଥିପାଇଁ ମାର୍ଗ ଦର୍ଶିକା ଓ ଆଶ୍ରିବାଦ ଦେଇଥିଲେ l  (ରିପୋର୍ଟ – ଦୀପ୍ତିମାନ ପତି )