ବସ୍ତା ବ୍ଲକ ବେଣlପୁରା ଠାରେ ନବ ନିଯୁକ୍ତି ବିଜୁ ଜନତା ଦଳର ଯୁବ ଓ ଛାତ୍ର କର୍ମକର୍ତାଙ୍କ ମାନଙ୍କ ସମ୍ୱର୍ଦ୍ଧନା ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ (୨୧ ଫେବୃଆରୀ ରବିବାର) ବସ୍ତା :- ବସ୍ତା ବ୍ଲକ ଅନ୍ତର୍ଗତ ବେଣ l ପୁରା ବାରୁଣୀ ପିଡିଆ ଠାରେ ବସ୍ତା ବ୍ଲକ ଓ ଜଳେଶ୍ୱର ନଗରର ନବ ନିଯୁକ୍ତି ବିଜୁ ଜନତା ଦଳର ଯୁବ ଓ ଛାତ୍ର କର୍ମକର୍ତାଙ୍କ ମାନଙ୍କ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଜାଇଛି l ସମ୍ୱର୍ଦ୍ଧନା କର୍ମଶାଳରେ ମୁଖ୍ୟ ବ୍ୟକ୍ତ l

ଭାବେ ଜଳେଶ୍ୱରର ବିଧାୟକ ମାନ୍ୟବର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେଡି ନେତ୍ରୀ ତଥା “ରେବତୀ ” ପତ୍ରିକାର ସମ୍ପାଦିକା ସମାଜ ସେବୀ ଶ୍ରୀମତୀ ସୁବାସିନୀ ଜେନା ଯୋଗଦେଇଥିଲେ l ଏହି କର୍ମଶାଳ l ରେ ବହୁ ସଂଖ୍ୟାରେ ବିଜୁ ଜନତା ଦଳର କର୍ମ କର୍ତା ଯୋଗ ଦେଇ ସଭାକାଯ୍ୟକୁ ସହଯୋଗ କରି ଥିଲେ l  ( ଦୀପ୍ତିମାନ ପତି, ବାଲେଶ୍ୱର )