72ତମ ଗଣତନ୍ତ୍ର ଦିବସ ଅବସରରେ ସାଇ ପରିବାର ରାଉରକେଲା ତରଫରୁ ଏକ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ରାଉରକେଲା :- 72ତମ ଗଣତନ୍ତ୍ର ଦିବସ ଅବସରରେ ସାଇ ପରିବାର ରାଉରକେଲା ତରଫରୁ ଏକ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ହୋଟେଲ୍ ତ୍ରିଦେବ, ପାନପୋଷ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଏହି କାର୍ଯ୍ୟକ୍ରମକୁ ଆମ ପ୍ରିୟ ଶାରଦା ଭାଇ ଉଦଘାଟନ କରିଲେ ଏହି ଅବସରରେ ସାଇ ପରିବାର ର ସଦସ୍ୟ, ଶ୍ରୀ ସୁଦାମ ଦାସ୍, ଶ୍ରୀ ଅନନ୍ତ କିଶୋର ପାତ୍ର, ଆରତୀ ଚୌଧୁରୀ,

ସନ୍ଧ୍ୟା ଲାକ୍ରା,, ପ୍ରମୋଦ ନାୟକ, ଗଗନ ପଣ୍ଡା, ହରମୋହନ ମହାପାତ୍ର, ଅନୁପମ ରାୟ,, ଶ୍ରୀକାନ୍ତ ଚୌଧୁରୀ, ଶମ୍ଭୁନାଥ ଦୂବେ, ଯୋଷ୍ଣା କିଶନ,ସୀତା ପ୍ରଧାନ, ଲକ୍ଷ୍ମୀ ସିଂହ, ସାବିତ୍ରୀ ସାହୁ, ସନ୍ଦିଲ୍, ବିବେକାନନ୍ଦ ପ୍ରଧାନ,, ଦେବାଶିଷ ମହାପାତ୍ର,

ବିଜୟାନନ୍ଦ ଶତପଥୀ, ଜାଗା ବାରିକ୍, ଜଗନ୍ ଦାସ୍, ଶ୍ରୀବତ୍ସ ଚୌଧୁରୀ, ନାଲୁ ବୁଢ଼ା, ସତ୍ୟବ୍ରତ ବେହେରା, ସୁନିଲ ବରୁଆ, ଅନିଲ ମଲିକ, ସଞ୍ଜୀବ, ଯୋଷ୍ଣା, ସମ୍ମତି, ମାମୁନି ଦାସ୍,, ସୁରଭି, ମାନସ ପଣ୍ଡା,ଭାରତ ଚନ୍ଦ୍ର ଦାସ, ନିରଞ୍ଜନ ଚୌଧୁରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।