ଉଦୟନାଥ ଫର୍ଣ୍ଣିଚରର ୧୪ତମ ଲକି ଡ୍ର’ ଉଠାଣ – ପଦ୍ମପୁର

 ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜାନୁଆରୀ ରବିବାର ) ପଦ୍ମପୁର :- ସ୍ଥାନୀୟ କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚରଦ୍ୱାରା ଆରମ୍ଭ କରାଯାଇଥିବା ମାସିକ ଯୋଜନାର ୧୪ତମ ଲକି ଡ୍ର’ ଆଜି ସଂଧ୍ୟାରେ ଉଠାଣ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରପାଲିର ସୁବୋଧ ଭୋଇ ।

ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ, ରଶ୍ମି ରଞ୍ଜନ ଖୁଣ୍ଟଲା, ସନ୍ତୋଷ କୁମାର ବାରିକ, ଦିନେଶ କମାର ଜେନା, ଗୋପବନ୍ଧୁ ପଧାନ, ସୁକାନ୍ତ ବହିଦାର, ହରିହର ନିଆଲ, ତୁଳାରାମ ବଢ଼ିଆ ଉପସ୍ଥିତ ଥିଲେ ।  (ରିପୋର୍ଟ – ନିରୋଜ କୁମାର ପାଣୀ )