ରଞ୍ଜନ ଦାସ ହତ୍ୟା କାରି କୁଁ ଧରିବା ଓ cbi ତଦନ୍ତ ଦାବିରେ ; ଓଡିଶା ସୂଚନାଧିକାର କର୍ମି ମାନଙ୍କ ଦ୍ବlରl – ନବୀନ ନିବାସ ଘେରାଉ

ଓଡ଼ିଶା ତାଜା ନ୍ୟୁଜ (୧୪ ଡିସେମ୍ବର ସୋମବାର ) ଭୁବନେଶ୍ୱର :- କେନ୍ଦ୍ରାପଡା ଜିଲ୍ଲା ସୂଚନା ଅଧିକାର କର୍ମି ରଞ୍ଜନ ଦାସ ହତ୍ୟା କାରି କୁଁ ଧରିବା ଓ cbi ତଦନ୍ତ ଦାବିରେ ଓଡିଶା ସୂଚନାଧିକାର କର୍ମି ମାନଙ୍କ ଦ୍ବlରl ନବୀନ ନିବାସ ଘେରାଉ ସମୟରେ ପୋଲିସ ଦ୍ବiରl ଆନ୍ଦୋଳନ କାରୀକୁ ଅଟକ ରଖି ଆରେଷ୍ଟ କରାଯାଉଛି । (କେନ୍ଦ୍ରାପଡ଼ା ଜିଲ୍ଲା /ପ୍ରତିନିଧି ଅନିରୁଦ୍ଧ ସେଠୀ)