ଅଚାନକ ମାରାଥନ ଗ୍ରସ୍ତ ରେ ବିଜେଡି ରାଜ୍ୟ ମହିଳା ନେତ୍ରୀ ପ୍ରମିଳା ମଲ୍ଲିକ

ଓଡ଼ିଶା ତାଜା ନ୍ୟୁଜ (୧୪ ଡିସେମ୍ବର ସୋମବାର ) କେନ୍ଦ୍ରାପଡ଼ା :- ଖମାର ସାହି ପଂଚାୟତ ଅଧିନସ୍ଥ ର ନଳିତା ପାଟିଆ ଠାରେ ଇକୋ ରିଟ୍ରେଟ କୁ ଆଜି ଅଚାନକ ଭାବେ ମାରାଥନ ଗ୍ରସ୍ତ ରେ ବିଜେଡି ର ରାଜ୍ୟ ମହିଳା ନେତ୍ରୀ ତଥା ବିଂଝାରପୁର ବିଧାୟିକା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଶ୍ରୀମତୀ ପ୍ରମିଳା ମଲିକ, କେନ୍ଦ୍ରାପଡ଼ା ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା ର ପ୍ରାକୃତିକ ରେ ଭରି ହୋଇରହିଥିବା ସହିତ ବଡ଼ ବଡ଼ ବିଭିନ୍ନ ପ୍ରଜାତିର କୁମ୍ଭୀର, ହରିଣ, ବାର୍ହା, ଦେଶ ଓ ବିଦେଶ ରୁ ଭଳିକି ଭଳି ପକ୍ଷୀ ଓ ଚଡେଇ ମାନଂକର ବିଭିନ୍ନ ଧରଣର ସ୍ୱର ରେ ବନ୍ୟ ଓ ଜଙ୍ଗଲର ପ୍ରକୃତି ର ପରିବେଶ ରେ କେହି ନା କେହି ନିଜକୁ ଅତି ସାନିଧ୍ୟ ମନେ କରିବ ବୋଲି ରାଜ୍ୟ ସରକାର ଓ ଜିଲ୍ଲାର ସମସ୍ତ ପ୍ରଶାସନିକ ଉଦ୍ୟମ ଫଳରେ କାର୍ଯ୍ୟ କରାଯାଇଛି,

ତେବେ ଆଜି ଜଣେ ବରଣ୍ୟ ଅତିଥି ଶ୍ରୀମତୀ ପ୍ରମିଳା ମଲିକ ସେଠାରେ ପହଁଚିଲା ପରେ ସ୍ଥାନୀୟ ଖମାର ସାହି ସରପଞ୍ଚ ଶ୍ରୀ ରତିକାନ୍ତ ସେଠି, ରାଜନଗର ବ୍ଲକ ଅଧକ୍ଷ୍ୟ ଶ୍ରୀ ଜୟରାମ ସେଠି, ପୂର୍ବତନ ବ୍ଲକ ଉପା ଅଧକ୍ଷ୍ୟ ଶ୍ରୀ ସୁଦର୍ଶନ ଦାସ, 32ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରତିନିଧି, ଲଷ୍ମୀଧର ବାରିକ ସମେତ ସ୍ୱାଗତ ଜଣାଇ ଇକୋ ରିଟ୍ରେ ଟି ମଧ୍ୟକୁ ବୁଲାଇ ଦେଖାଇବା ପାଇଁ ପାଛୋଟି ନେଇ ଥିଲେ, ସରପଞ୍ଚ ଶ୍ରୀ ରତିକାନ୍ତ ସେଠି, ମାଡାମଙ୍କ ପାଖେ ପାଖେ ରହି ବା ସହିତ ପୋଗ୍ରାମ ର ଓ ଇକୋ ରି ଟ୍ରେଟ ର ଇନଚାର୍ଜ ଶ୍ରୀ ସୁଜିତ ପାଢ଼ୀ ଅନେକ ବିଷୟରେ ଶ୍ରୀମତୀ ମାଡାମଙ୍କୁ ବୁଝାଇ ଥିଲେ, ବୋଲି ଆମ ପ୍ରତିନିଧି ଙ୍କୁ ଖମାର ସାହି ସରପଞ୍ଚ ଫୋନ ଯୋଗେ ସୂଚନା ପ୍ରଦାନ କରିଥିଲେ, ଉକ୍ତ ଘଟଣା ଉପ ରେ ରାଜନଗର ବ୍ଲକ ସଭାପତି ଅଶୋକ କୁମାର ପ୍ରତିହାରୀଆଜିର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ,(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)