ଚଣ୍ଡୀବସ୍ଥ ଗ୍ରାମପଞ୍ଚାୟତ ତରଫରୁ ଅରୁଣଙ୍କ ଆରୋଗ୍ୟ କାମନାରେ ଦୀପଦାନ

ଓଡିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ରବିବାର ) ନୟାଗଡ :- ମାନ୍ୟବର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଙ୍କ ଶୀଘ୍ର ଆଶୁ ଆରୋଗ୍ୟ ନିମନ୍ତେ,ପଂଚାୟତ ସଭାପତି ମଧୁସୂଦନ ପଟ୍ଟନାୟକ,ଡମ୍ବରୁଧର ସାହୁ,ସରପଞ୍ଚ ଓ ବିଜୁ ଯୁବ ବାହିନୀ ର ସମ୍ବାଦକ ଉମେଶ କୁମାର ମାର୍ଥ। ଙ୍କ

ଉପସ୍ଥିତି ରେ ଚଣ୍ଡୀବସ୍ତ ଯୁବଗୋଷ୍ଠୀ ମାନଙ୍କ ଦ୍ୱାରା ମା ଦକ୍ଷୀଣଚଣ୍ଡି ପୀଠରେ,ମାଂକପଲ୍ଲୀ ଗ୍ରାମର ପାର୍ବତୀଙ୍କ ପିଠ ଓ ଖମାରିସାହି ଗ୍ରାମର ଅଖଣ୍ଡଳମଣି ଙ୍କ ଠାରେ ସଭ୍ୟ ମାନଙ୍କ ଦ୍ୱାରା ଭକ୍ତିପୂର୍ଣ୍ଣ ପ୍ରାର୍ଥନା ଏବଂ ଦ୍ୱୀପ ପ୍ରଜ୍ଵଳନ । (ରିପୋର୍ଟ-ରାମକୃଷ୍ଣ ରଥ)