ଓଡିଶା ବିଧାନସଭାର ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇବାସହ ଏକ କେକ କାଟି ତାଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା