ଦାତବ୍ୟ ଚିକିତ୍ସାଳୟରେ ପଇସା ପାଇଁ ରୋଗୀକୁ ଜୁଲମ

୨୮ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଚାନ୍ଦପୁର  :->  ରାଜ୍ୟ ସରକାରଙ୍କ ସାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉତମ ରୋଗୀସେବା ଉପରେ ବିଭିନ୍ନ କଲ୍ୟାଣମୂଳକ ଯୋଜନା ପ୍ରଣୟନ କରି ରୋଗୀମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଗୁରୁତ୍ବ ଆରୋପ କରୁଛନ୍ତି । ମାତ୍ର କର୍ମଚାରୀମାନଙ୍କ ବେପରୁଆ ଭାବକୁ ପ୍ରଶାସନିକ ଅଧିକାରୀମାନଙ୍କ ଏଥିପ୍ରତି ଅଣଦେଖା ଯୋଗୁ ରୋଗୀମାନଙ୍କ ଠାରୁ ଅର୍ଥ ଆଦାୟ କରିବାକୁ ଜୁଲମ କରାଯାଉଥିବା ଅଭିଯୋଗ ମିଳୁଛି । ଚାନ୍ଦପୁର ଠାରେ ସ୍ଥାପିତ ବସନ୍ତମଂଜରୀ ସାଧାରଣ ଚିକିତ୍ସାଳୟ ରାଜ୍ୟର ଏକ ପ୍ରମୁଖ ଚିକିତ୍ସାଳୟ ରୂପେ ପରିଗଣିତ । ମାତ୍ର ଏଠାକାର ଦୁର୍ବଳ ପ୍ରଶାସନ ହେତୁ କାର୍ଯ୍ୟରତ କେତେକ ଚତୁର୍ଥ ଶ୍ରେଣୀ କମଚାରୀ ଆଇନକୁ ବେଖାତିର କରି ନିରୀହ ରୋଗୀଙ୍କଠାରୁ ଅର୍ଥ ନେଉଥିବା ଦେଖିବାକୁ ମିଳୁଛି ।

କନ୍ଧନୟାଗଡର ଚକ୍ରଧର ବେହେରାଙ୍କର ଏହି ଚିକିତ୍ସାଳୟରେ କୋଷର ଅସ୍ତ୍ରୋପଚାର କରାଯାଇଥିଲା । ତାଙ୍କୁ ଅସ୍ତ୍ରୋପଚାର ଗୃହରୁ ୱାର୍ଡକୁ ନେବାପାଇଁ ସଂପୃକ୍ତ σαι ଝାଡ଼ୁଦାର ଏଥିପାଇଁ ९४० ଟଙ୍କା ନେଇ ଆଉ ୫୦ ଟଙ୍କା ନେବାକୁ ଜିଦ ଧରିଥିଲେ । ତାଙ୍କୁ ଡ୍ରେସିଂରେ ବ୍ୟବହୃତ କପଡା ପାଇଁ ଚତୁର୍ତଶ୍ରେଣୀ କର୍ମଚାରୀ ରୀ ପ୍ରଭାତ ସାଇଁ ୧୦୦ ନେଇଥିଲେ । ଏହି ବେଆଇନ କାର୍ଯ୍ୟ ରୀତିମତ ଚାଲିଥିଲେ ମଧ୍ୟ ଏହା ଏହ ବାହାରକୁ ଆସିପାରୁନଥିଲା ଲା । ମାତ୍ର ମାତ୍ର ଚକ୍ରଧର ବେହେରା ଜଣେ ସଚେତନ ନାଗରିକ ଓ ନିକଟସୁ କନ୍ଧନୟାଗଡ ଗ୍ରାମର ହୋଇଥିବା ହେତୁ ଏହି କଥା ।

ବାହାରେ ପ୍ରଘଟ କରିଦେଲେ । ଏହି ଖବର ଶୁଣିବା ପରେ ସମାଜପ୍ରତିନିଧ ଏ ଏପରି କାହିଁକି ବେଆଇନ କାର୍ଯ୍ୟ କରୁଛ ବୋଲି ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଭାତଙ୍କୁ ଫୋନ ଯୋଗେ ପଚାରିଥିଳେ ଲେ । ଚିକିତ୍ସାଳୟରେ ଏହି ଆବଶ୍ୟକ କପଡା ଉପଲବଧ ହେଉନଥିବାରୁ ଏହା କରୁଛି ଓ ଏଥିରେ କୌଣସି ଆଇନଗତ ସ ସମସ୍ଯା ସ୍ୟା ନାହିଁ ବୋଲି ଦୃଢ ଭାବେ କହିଥିଲେ । କିନ୍ତୁ ପରବର୍ତୀ ସମୟରେ ରୋଗୀଙ୍କ ପାଖକୁ ଯାଇ ଉକ୍ତ ୧୦୦ ଟଙ୍କା ଫେରାଇ ଧମକ ଦେଇ କହିଲେ ଏହାପରେ ତୁମ ସାମ୍ବାଦିକ ଆସି ଡେସିଂ କରିବେ । ମୁଁ ଆଉ ତୁମର ଏ କାମ କରିବି ନାହିଁ । ମୁଁ ଆଉ ତୁମର ଏ କାମ କରିବି ନାହିଁ । ଏହି ଘଟଣା ଚିକତ୍ସାଳୟରେ ପ୍ରଚାରିତ ହୋଇଯିବା ପରେ ବିରିମାଡ ଦେଖ