କୁଖ୍ୟାତ ଜଙ୍ଗଲ ଦସ୍ୟୁ ବୀରପ୍ପାନଙ୍କ ଝିଅ ବିଦ୍ୟା ରାନୀ ଲଢ଼ିବେ ନିର୍ବାଚନ

୨୭ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) :-> ବାପା ଥିଲେ କୁଖ୍ୟାତ ଜଙ୍ଗଲ ଦସ୍ୟୁ କିନ୍ତୁ ଝିଅ ଓହ୍ଲାଇଛନ୍ତି ଲୋକଙ୍କ ସେବା କରିବାକୁ ତାମିଲ ନ୍ୟାସନାଲିଷ୍ଟ ପାର୍ଟି ଅଫ୍ ନାମ ତାମିଝାର କାଚି ଟିକଟରେ କୃଷ୍ଣଗିରି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବିଦ୍ୟା ରାନୀ ।

ପେଶାରେ ଜଣେ ଓକିଲ ଥିବା ବିଦ୍ୟାରାଣୀ ଜୁଲାଇ ୨୦୨୦ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏପ୍ରିଲ ୧୯ରେ ତାମିଲନାଡୁରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବେ ବିରାପ୍ପାନଙ୍କ ଝିଅ ବିଦ୍ୟା ରାନୀ