ଆସନ୍ତା ତା୨୯.୩.୨୪ରିଖ ଦିନ : ରଣପୁର ବ୍ଲକ କଂଗ୍ରେସ ଓଡିଶା ପ୍ରଦେଶ – କଂଗ୍ରେସ ଜାରି କରିଥିବା ନିର୍ବାଚନ ଇସ୍ତାହାର କୁ ଉନ୍ମୋଚନ କରିବ

୨୭ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ରଣପୁର :-> ଆସନ୍ତା ତା ୨୯.୩.୨୪ ରିଖ ଦିନ ୨ଘଣ୍ଟା ସମୟରେ ରଣପୁର ବ୍ଲକ କଂଗ୍ରେସ ଓଡିଶା ପ୍ରଦେଶ କଂଗ୍ରେସ ଜାରି କରିଥିବା ନିର୍ବାଚନ ଇସ୍ତାହାର କୁ ଉନ୍ମୋଚନ କରିବ । ଏହି ଉନ୍ମୋଚନ ସମୟ ରେ ସମସ୍ତ ପଂଚାୟତ ସଭାପତି ,ବ୍ଲକ କଂଗ୍ରେସ କମିଟି ର ସମସ୍ତ ସଭ୍ୟ ସଭ୍ୟା ଜୋନ ସଭାପତିମାନେ ଯୋଗ ଦେବା ପାଇଁ ଅନୁରୋଧ ।ଉକ୍ତ କାର୍ଯ୍ୟକ୍ରମ ରଣପୁର ମଣିନାଗ ମନ୍ଦିର ପ୍ରାଙ୍ଗଣଠାରେ ଅନୁଷ୍ଠିତ ହେବା । ଏହି କାର୍ଯ୍ୟକ୍ରମ ରେ ଯୁବ କଂଗ୍ରେସ ସଭାପତି ,ଛାତ୍ର କଂଗ୍ରେସ ସଭାପତି ଓ ମହିଳା କଂଗ୍ରେସ ସଭାପତି ମାନେ ଉପସ୍ଥିତ ରହିବା ପାଇଁ ଅନୁରୋଧ ।