୧୬ ନଂ ଜାତୀୟ ରାଜପଥ ଚାନ୍ଦପୁର ଗୌରଚନ୍ଦ୍ର ପୁର ଛକରେ ଏକ ଦୁର୍ଘଟଣା ରେ ୧ଜଣ ମୃତ – ୩ ଗୁରୁତର

୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ଚାନ୍ଦପୁର :-> ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସ  ଗୌରଚନ୍ଦ୍ର ପୁର ଛକରେ ଭୟା ବହ ଦୁର୍ଘଟଣା..ଟ୍ରଲର ତଳେ ପଶିଗଲା କାର । ଜଣେ. ମୃତ। ଜଣେ ଗୁରୁତର । ଅନ୍ୟ 3 ଜଣ ମହିଳା ଆହତ। ପୋଲିସ୍ ସୂଚନା ମୁତାଵକ-କାର ଟି ଭୁବନେଶ୍ୱର ରୁ ବାଲୁଗାଁ ଯାଉଥିଲା । ମୃତକ ହେଲେ ଅମର ଜିତ ରାଉତ.28 ବର୍ଷ. ଘର ଭଦ୍ରକ ଧାମ ନଗର ଅଞ୍ଚଳରେ ।

ଭୁବନେଶ୍ୱର ରୁ ବାଲୁଗାଁ ଅଭିମୁଖେ କାର ଟି ଯାଉଥିବା ବେଳେ ଗୌରଚନ୍ଦ୍ର ପୁର ଛକରେ ରାସ୍ତା ଉପରେ ହଠାତ ଗୋଟିଏ ଟ୍ରଲର ବ୍ରେକ ମାରିଥିଲା । ଫଳରେ କାର ଚାଳକ ଜଣକ  କାର ଉପରୁ ନିୟନ୍ତ୍ରଣ ହରାଇ ଥିଲେ. କାର ଟି ନିୟନ୍ତଣ ହରାଇ ଟ୍ରଲର ପଛ ରେ ପିଟି ହୋଇଥିଲା । ଏତେ ଭାୟା ବହ ଥୀଲା ଦୁର୍ଘଟଣା ଯେ କାର ର ଅଧେକ ଅଂଶ ଟ୍ରଲର ତଳେ ପଶି ଯାଇଥିଲା ।

ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ସମସ୍ତଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଳଳଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଅମରଜିତ  କୁ ମୃତ ଘୋଷଣା କରିଛନ୍ତି । ଗୁରୁତର ଥିବା ଚାଳକ ଙ୍କୁ ଭୁବନେଶ୍ୱର କୁ ସ୍ଥାନାନ୍ତର  କରାଯାଇଛି । ମହିଳା ମାନଙ୍କୁ ଚିକିତ୍ସା ପରେ ଛାଡି ଦିଳାଯାଇଛ.. ଚାନ୍ଦପୁର ପୋଲିସ ଖବର ପାଇ ଗାଡି ଜବତ କରି ଘଟଣାର ତଦନ୍ତ କରୁଛି.