“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

ନୟାଗଡ (ଓଡିଶା ତାଜା ନିଉଜ୍)  ନୟାଗଡ଼ ନିର୍ବାଚନ ମଣ୍ଡଳୀର ଓଡ଼ଗାଁ ନନ୍ଦୀ ଘର ପଞ୍ଚାୟତ ଓସ୍ତିଆ ଠାରେ କୃଷି ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ କୃଷକ ମାନଙ୍କ ର ଆୟ ଦୁଇ ଗୁଣିତ କରିବା ପାଇଁ ଓଡିଶା ସରକାର ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ଛତୁ ଚାଷୀ ମାନଙ୍କୁ ପ୍ରୋସ୍ଛାହିତ କରିବା ସହିତ ସ୍ୱଳ୍ପ ସୁଧ ରେ ସବ୍ସିଡି ଯୁକ୍ତ ଋଣ ଯୋଗାଇ ଦିଆଯାଇଛି । ଆଜି ଓଡ଼ଗାଁ ବ୍ଲକ ନନ୍ଦୀଘର ପଞ୍ଚାୟତ ର ଓସ୍ତିଆ ଠାରେ ଥିବା “ଢ଼ିଙ୍ଗିରି ଛତୁ ” ଫାର୍ମ ହାଉସ ପରିଦର୍ଶନ କରିଥିଲେ ।