ଟାଙ୍ଗି ଠିକାଦାର ସଂଘର ବୈଠକ 

୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :->  ଖୋର୍ଦ୍ଧା  ଜିଲ୍ଲା   ଟାଙ୍ଗି ଠିକାଦାର ସଂଘର ଆବାହକ ଶ୍ରୀ ପ୍ରଣୟ ପ୍ରତୀକ ପଟ୍ଟନାୟକଙ୍କ ନେତୃତ୍ଵରେ ସମସ୍ତ ଠିକାଦାର ଭାଇମାନଙ୍କୁ ନେଇ ଏକ ବୈଠକ ଟାଙ୍ଗି ରଘୁନାଥଦେବ ମନ୍ଦିର  ରେ ହୋଇଥିଲା । ଶ୍ରୀ ଭରତଚନ୍ଦ୍ର ଦାଶଙ୍କ ସଭାପତିତ୍ଵରେ ନିଷ୍ପତ୍ତି ହେଲା ଯେ,ଆଗକୁ  RWD ଓR&B Tangi Section under ରେ ଯାଉଥିବା ସରକାରଙ୍କର ସମସ୍ତ ଟେଣ୍ଡର ଗୁଡ଼ିକ  ସିଡୁଲ୍‌ରେଟ୍ ରେ ପଡ଼ିବ,ଲେସ୍‌ରେ ଟେଣ୍ଡର ପକାଇବେ ନାହିଁ ।

ନୃସିଂହ ଚରଣ ସାମନ୍ତରା,ଆଲୋକ କୁମାର ମହାପାତ୍ର, ଅନୀଲ୍ କୁମାର ପୃଷ୍ଟି, ଚନ୍ଦନ ପାଇକରାୟ,ଗୁନଚନ୍ଦ୍ର ବେହେରା, ରାମଚନ୍ଦ୍ର ବେହେରା ,ମନୋଜ ଗୁମାନ ସିଂହ, କୃଷ୍ଣ ରାଉତ, ଦୀପକ ମହାନ୍ତି, ପ୍ରୀତିଷ କୁମାର ନାୟକ,ଆନନ୍ଦ ବେହେରା ,ପ୍ରଫୁଲ୍ଲ ବେହେରା ନିଜ ନିଜର ବକ୍ତବ୍ୟ ରଖିଥିଲେଏବଂ ସଂଘକୁ ଆହୁରି ମଜଭୁତ୍‌ କରିବାପାଇଁ ସଂକଳ୍ପ କରିଥିଲେ।