ଫୁଟ୍ଟାସିଙ୍ଗ୍ ଗ୍ରାମବାସୀ ଅଣ୍ଟା ବିଢି ଲଗାଣ ବର୍ଷାରେ କ୍ଷେତ୍ରରେ ଲାଗିଛି ଧାନ ରୁଆ

୨୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ଫୁ ,ଟ୍ଟାସିଙ୍ଗ୍ ଅଞ୍ଚଳ ବାସୀ ଲଗାଣ ଜଳି ବର୍ଷା ମଧ୍ୟରେ ଯୋଢିତ ହେଉଛନ୍ତି । କୃଷକ ଆଜି ଉଲ୍ଲାସିତ ମନ କ୍ଷେତ୍ରରେ ଧାନ ଚାଷ ସହ ଧାନ ରୁଆ ଚାଲିଛି । ଅଞ୍ଚଳବାସୀଙ୍କ ବିଲରେ କୃଷକ ନିର୍ଦ୍ଦାରିତ ସମୟରେ ଅଣ୍ଟା ବିଡି ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତତା ହୋଇ ଧାନ ଲଗାଇବାରେ ସକ୍ଷମ ହୋଇଛନ୍ତି । ବର୍ଷା ଦିନରେ କ୍ଷେତ୍ରରେ କାର୍ଯ୍ଯ ପାଇଁ ଏକ ସ୍ବପ୍ନ ସାକାର ସୃଷ୍ଟି ହୋଇଛନ୍ତି ଗ୍ରାମବାସୀ । ମାତ୍ର ସେମାନଙ୍କ ପାଇଁ ମୌସୁମୀ ଜଳ,ବର୍ଷା ଚତୁଃପାର୍ଶ୍ବରେ ଘେରି ଠିଆ ହୋଇଥିଲେ ମଧ୍ୟ ବର୍ଷା ସାଙ୍ଗକୁ ଅଞ୍ଚଳବାସୀ ଖରିଫ ଋତୁର ଚାଷ କାର୍ଯ୍ଯ ଆରମ୍ଭ ହୋଇଥିବାରୁ କୃଷକ ଶ୍ରମିକ ଅଣ୍ଟାରେ ବିଡି ଖରିଫ ଋତୁର ଚାଷ କରିଥାଆନ୍ତି ।

ଅଧିକାଂଶ କୃଷକ ଶ୍ରମିକ ନିଜେ ନିଜର କାର୍ଯ୍ଯ କ୍ଷେତ୍ରରେ ନିୟୋଜିତ ହୋଇଥିବାରୁ ଶ୍ରମିକଙ୍କ ସଂଖ୍ଯା ଅଭାବ ମୋଚନ ହେଉଥିବା ଜଣାପଡିଛି । ଏଥି ପାଇଁ ଚାଷୀ ଆଜି ବଳରେ ସଂଖ୍ଯାଧିକ ଲୋକେ ଧାନ ଲଗାଇବାରେ ଆଗନ୍ତୁକ ହୋଇଛନ୍ତି । ଯେଉଁ ଫଳରେ କି ଆସୁଥିବା ରାଜ୍ୟର ଲଗାଣ ବର୍ଷାର ଆଶଙ୍କା ଥିବାବେଳେ ଜୁଲାଇ ଶେଷ ସୁଦ୍ଧା ଦୁଇ ଗୋଟି ଲଘୁ ଚାପ ସୃଷ୍ଟି ହେବାର ଆଶଙ୍କା ହେବାକୁ ଥିବା ଜଣାପଡିଛି ।

ଏଣୁ ଏହି ଲଘୁଚାପ ଗୁଡିକ ଶକ୍ତି ଶାଳୀ ହୋଇ ଅପ ରୂପ ଧାରଣ ହେବାର ସମ୍ଭାବନା ଥିବାରୁ ପ୍ରବଳରୁ ଅତି ପ୍ରବଳତା ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ କୃଷକ ଏହି ଲଘୁଚାପରୁ କିପରି ମୁକ୍ତି ପାଇବ ତାହା ସାଜିଛି । ତେବେ ଜଳ,ବର୍ଷା ବଢିଲେ କୃଷକମାନଙ୍କ ପାଇଁ ଏକ ଦୁଃଖ, ଚିନ୍ତାର କାରଣ ଜନକ ଉଦ୍ ବେଗ ମନେ ସୃଷ୍ଟି ହୋଇ ପଡିଛି ।