ଦିବ୍ୟାଙ୍ଗଙ୍ଖ ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ

୨୯ମଇ ,୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ନୁଆଗଡ ବ୍ଳକର ଖଜୁରିପଦା ପଞ୍ଚାୟତ କାଯ୍ୟାଳୟ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ରବିନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।

ଏଥିରେ ନୁଆଗଡ ବିଡିଓ ଲୋକନାଥ ଶବର, ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ,ସାମାଜିକ ଅଧିକାରୀ ଆନନ୍ଦ ରାଓ ପ୍ରମୁଖ ଯୋଗଦେଇଥିଲେ ।

ଭିନ୍ନକ୍ଷମଙ୍କୁ ତ୍ବରିତ ନ୍ୟାୟ ଏବଂ ବିଭିନ୍ନ ଯୋଜନାରେ ସାମିଲ କରବା, ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ନେଇ ଏଥିରେ ସଚେତନତା କରାଯାଇଥିଲା ।

ଇନ୍ଦିରା ଗାନ୍ଦି ଜାତୀୟ ବାଦ୍ଧକ୍ୟ ଭତ୍ତ, ମଧୁବାବୁ ଭତ୍ତା ବିଜୁ ପକ୍କାଘର ଓ ପ୍ରଧାନମନ୍ତୀ ଆବାସ ଯୋଜନାରେ ସାମିଲ କରିବା ସହ ସମସ୍ତ କିଭଳି ସରକାରୀ ଯୋଜନାର ଲାଭ ପାଇପାରିବେ ତାହାର ଉପରେ ପ୍ରଜ୍ଜାଲ ଭାବେ ବୁଝାଇବା ସହ ସେମାନଙ୍କର