ବାଲେଶ୍ୱର ସାସଂଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଦ୍ୱାରା “ଶହେ ତମ ” ମନ କି ବାତ ” ସଂସ୍କରଣ ପାଇଁ ପ୍ରସ୍ତୁତି ବୈଠକ

୧୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲେଶ୍ୱର :- ଭାରତ ର ଯଶସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଶହେ ତମ ” ମନ କି ବାତ ” ସଂସ୍କରଣ କୁ ବ୍ୟାପକ ରୂପେ ପ୍ରଭାବି ଢଙ୍ଗ ରେ ବାଲେଶ୍ୱର ଜିଲ୍ଲା ର ସମସ୍ତ ବୁଥ୍ ରେ କରିବା ପାଇଁ ଜିଲ୍ଲା ସ୍ଥାରୀୟ ପ୍ରସ୍ତୁତି ବୈଠକ ନେବା ଅବସରରେ l ଏହି ଅବସରରେ ରାଜ୍ୟ ରୁ ପ୍ରେରିତ ମନ କି ବାତ ବାଲେଶ୍ୱର ଲୋକସଭା କ୍ଷେତ୍ର ପ୍ରଭାରୀ ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ, ଜିଲ୍ଲା ସଭାପତି , ଓ ସମସ୍ତ ମନ କି ବାତ ସଂଯୋଜକ ଓ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ l