ଶହିଦ ଙ୍କ ପାଇଁ ନିରବ ଶୋଭାଯାତ୍ରା – ବିଜେପି

ଓଡିଶା ତାଜା ନ୍ୟୁଜ୍ (୧୮ ଜୁନ୍ ଗୁରୁବାର) ରଣପୁର ବ୍ଲକ :- ଗତ ୨ ଦିନ ତଳେ ଚିନ ସେନାର ଆକ୍ରମଣରେ ୨୦ ଭାରତୀୟ ଜବାନ ଶହିଦ ହୋଇଯାଇଥିଲେ । ଏହି ଶହିଦ ମାନଙ୍କୁ ସମ୍ମାନ ଜଣାଇବା ପାଇଁ ଆଜି ସଂନ୍ଦ୍ୟାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବିଜେପି ତରଫରୁ ଏକ ନିରବ ଶୋଭାଯାତ୍ରା କରାଯାଇଥିଲା । ଜିଲ୍ଲା ଉପସଭାପତି ପରେଶ ଚନ୍ଦ୍ର ମିଶ୍ର ଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର ଠାରୁ ବାହାରି ପଚୁଂଦୋଳ ପଡିଆ ରେ ପହଚିଂଥିଲା ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com