ସଂଗରୋଧ କେନ୍ଦ୍ରରୁ ୫୩ ଜଣ ଘରକୁ ଫେରିଲେ – ରଣପୁର

ଓଡିଶା ତାଜା ନ୍ୟୁଜ୍ (୧୮ ଜୁନ୍ ଗୁରୁବାର) ରଣପୁର ବ୍ଲକ :- ରଣପୁର ବ୍ଲକ ର ବ୍ରଜରାଜପୁର ପଚାଂୟତରେ ଚାଲିଥିବା ସଂଗରୋଧ କେନ୍ଦ୍ରରୁ ୫୩ ଜଣ ପ୍ରବାସୀଙ୍କୁ ଆଜି ଘରକୁ ଫେରିଥିବା ଜଣାଯାଇଛି । ଅପରାହ୍ନରେ ହୋଇଥିବା ଏକ ସଭାରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ , ପୂର୍ବତନ ସମିତି ଅଧକ୍ଷ ଦେବାଶିଷ ପଟ୍ଟନାୟକ , ସରପଚଂ ସୁକାନ୍ତ ସାମନ୍ତରା , ସମିତି ସଭ୍ୟ ତପନ ପଟ୍ଟନାୟକ , ଡାକ୍ତର ମନମୋହନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବିଦାୟୀ ଅନ୍ତବାସୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଦନା ଦିଆଯାଇଥିଲା ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com