ବାଲେଶ୍ୱର ର ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସାମାଜିକନ୍ୟାୟସପ୍ତାହ ପାଳନ କଲେ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲେଶ୍ୱର :- ବାଲେଶ୍ୱର ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭାରତୀୟ ଜନତା ପାର୍ଟି ଦ୍ୱାରା ସାରା ଦେଶରେ ପାଳନ ହେଉଥିବା ସାମାଜିକନ୍ୟାୟସପ୍ତାହ ପରିପ୍ରେକ୍ଷୀରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନହରପାଟଣା ନିକଟ ରେ କାର୍ଯ୍ୟକର୍ତ୍ତା ଙ୍କ ଦ୍ୱାରା ଆୟୋଜିତସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ ରେ ଯୋଗ ଦେବା ସହ ଗାଁ ର ରାସ୍ତା ଓ ନାଳ ସଫେଇ ରେ ସାମିଲ ହୋଇଥିଲେ l ଏହି ଅବସରରେ ବି.ଜେ.ପି ର ଜିଲ୍ଲା ସଭାପତି, ରେମୁଣା ର ପୂର୍ବତନ ବିଧାୟକ ତଥା ସ୍ଥାନୀୟ ବରିଷ୍ଠ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ l