ନୟାଗଡ ସମେତ ଜିଲ୍ଲାର କୌଣସି ଅଞ୍ଚଳରେ ହେବ ନାହିଁ ରଥଯାତ୍ରା – ଜିଲ୍ଲାପାଳ

ଓଡିଶା ତାଜା ନ୍ୟୁଜ୍ (୧୮ ଜୁନ୍ ଗୁରୁବାର) ନୟାଗଡ :- ନୟାଗଡ ସମେତ ଜିଲ୍ଲାର କୌଣସି ଅଞ୍ଚଳରେ ହେବ ନାହିଁ ରଥଯାତ୍ରା ଜିଲ୍ଲାପାଳ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ, ସି. ଡି.ଏମ ଓ ଉପଜିଲ୍ଲାପାଳ, ଡି. ଏଫ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ମଂଚାସୀନ ଥିଲେ । କରୋନା ପରିପ୍ରେକ୍ଷୀରେ ନୟାଗଡ ସମେତ ଜିଲ୍ଲାର କୌଣସି ଜାଗାରେ ରଥଯାତ୍ରା କୁ ବାରଣ କଲା ଜିଲ୍ଲାପ୍ରଶାସନ । ( ନୟାଗଡଜିଲ୍ଲା ରିପୋର୍ଟ – ରାମକୃଷ୍ଣ ରଥ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com