ପୁରୀ : ଶ୍ରୀକ୍ଷେତ୍ର କଲୋନୀରେ ଚୈତ୍ର-ଶୁକ୍ଳ  ପ୍ରତିପଦ ତିଥି ଅନୁସାରେ ଚୈତ୍ର ମାସ ମା ମଙ୍ଗଳା ପୁଜା ନୀତି ଅନୁଷ୍ଠିତ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଶ୍ରୀକ୍ଷେତ୍ର କଲୋନୀରେ ଚୈତ୍ର-ଶୁକ୍ଳ ପ୍ରତିପଦ ତିଥି ଅନୁସାରେ ଚୈତ୍ର ମାସ ମା ମଙ୍ଗଳା ପୁଜା ନୀତି ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶ୍ରୀକ୍ଷେତ୍ର କଲୋନୀ ମା ଓ ମାଉସୀ ମାନେ ଅତି ସୁନ୍ଦର ଭାବରେ ମାଙ୍କ ମଙ୍ଗଳା ପୂଜା ରେ ଭାଗ ନେଇଥିଲେ l

ସତ୍ୟଦେବି ସାହୁ, ବୀଣାପାଣି ସେନାପତି, ଜୟଶ୍ରୀ ଶତପଥି, ପଦ୍ମାଳୟ ମହାପାତ୍ର, ରଶ୍ମିପ୍ରଭା ସାହୁ, ସୁକାନ୍ତି ଭୂୟା, ପ୍ରିୟଙ୍କା ରଥ ଓ ଅନେକ ମା ମାନେ ପୂଜାରେ ଯୋଗଦାନ ଦେଇଥିଲେ l