• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କୋରନା ସମୟରେ ସାଧାରଣ ଲୋକ କିପରି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନହେବେ ସେଥିଲାଗି ସମୀକ୍ଷା ବୈଠକ କରି ଆଲୋଚନା କଲେ ବରୀ – ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ

Proprietor Abhimanyu Maharana by Proprietor Abhimanyu Maharana
June 12, 2020
in Uncategorized, ଓଡ଼ିଶା, କରୋନା, ଦେଶ, ହୋମ୍
0
କୋରନା ସମୟରେ ସାଧାରଣ ଲୋକ କିପରି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନହେବେ ସେଥିଲାଗି ସମୀକ୍ଷା ବୈଠକ କରି ଆଲୋଚନା କଲେ ବରୀ – ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୧୨ ଜୁନ୍ ଶୁକ୍ରବାର ) ବରୀ ନିର୍ବାଚନ ମଣ୍ଡଳୀ : – ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଳକର ୧୦ଗୋଟି ପଞ୍ଚାୟତ ଜନ ପ୍ରତିନିଧି ମାନଙ୍କୁ ନେଇ ଏକ ସମୀକ୍ଷା ଓ ଆଲୋଚନା ବୈଠକ କରିଛନ୍ତି ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ। କୋରନା ପ୍ରକୋପ ଥିବାରୁ ପ୍ରତି ଗ୍ରାମ ପଞ୍ଚାୟତ ଗ୍ରସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରହିଛି ।

ସାମାଜିକ ଦୂରତା ରକ୍ଷାକରି ବିଭିନ୍ନ ପଞ୍ଚାୟତରେ ଥିବା ଅଭାବ ଅସୁବିଧା ଉନ୍ନୟନ କାର୍ଯ୍ୟର କିପରି ଅଗ୍ରଗତି ହେବ ସେ ସମ୍ପର୍କରେ ମତ ରଖିଥିଲେ । ଭତ୍ତା ଓ ରାସନ୍ ସାମଗ୍ରୀ ବଣ୍ଟନ ସନ୍ତୋଷ ଜନକ ହୋଇଛିକି ନାହିଁ ତାର ତଦାରଖ କରିବା ସହ ମୃତ୍ୟୁ ଫଳରେ ଖାଲିଥିବା ଭତ୍ତା ତାଲିକାରେ ଯୋଗ୍ୟ ଗରିବ ଲୋକଙ୍କୁ ଥଇଥାନ କରିବାକୁ ସେ କହିଥିଲେ । ସମସ୍ତ ସରକାରୀ ସୁବିଧା ସୁଯୋଗରୁ ସାଧାରଣ ଲୋକ କିପରି ବଞ୍ଚିତ ନହୁଅନ୍ତି ସେ ବିଷୟରେ ଅନୁଧ୍ୟାନ କରିବା ପାଇଁ ରସୁଲପୁର ବିଡ଼ିଓ ଙ୍କୁ ଆଦେଶ ଦେଲେ।

ଏହି ବୈଠକରେ ବରୀ ବିଧାୟିକାଙ୍କ ସହ ରସୁଲପୁର ବିଡ଼ିଓ ଉମାକାନ୍ତ ପରିଡ଼ା , ପଞ୍ଚାୟତ ପିଇଓ, ସରପଞ୍ଚ – ପ୍ରଫୁଲ୍ଲ କୁମାର ସାହୁ, ଅଭିମନ୍ୟୁ ମହାଳିକ,ସୂର୍ଯ୍ୟମଣି ବେହେରା,ସୁଶାନ୍ତ ବେହେରା,ବିଜୟ କୁମାର ଦାସ, କୈଳାସ ଚନ୍ଦ୍ର ସାହୁ,ସମିତି ସଭ୍ୟ ଲକ୍ଷ୍ମୀଧର ମହାନ୍ତି,ଅମୂଲ୍ୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ( ରିପୋର୍ଟ – ବରୀ – ସ୍ଵୟଂମ୍ ପ୍ରକାଶ ଦାସ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରାହ୍ମଣ ଝରିଲୋସ୍ଥିତ ଚୋରା ଗ୍ୟାସ ଗୋଦାମ ଉପରେ ପୋଲିସର ଚଢାଉ : ଶହେରୁ ଉର୍ଦ୍ଧ୍ବ ଗ୍ୟାସ ସିଲିଣ୍ଡର ଜବତ, ଦୁଇ ଅଟକ

ବ୍ରାହ୍ମଣ ଝରିଲୋସ୍ଥିତ ଚୋରା ଗ୍ୟାସ ଗୋଦାମ ଉପରେ ପୋଲିସର ଚଢାଉ : ଶହେରୁ ଉର୍ଦ୍ଧ୍ବ ଗ୍ୟାସ ସିଲିଣ୍ଡର ଜବତ, ଦୁଇ ଅଟକ

April 26, 2026
ବାଲିଗୁଡ଼ା ବନଖଣ୍ଡ ରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରା ରେ ରଥ ନିର୍ମାଣ ପାଇଁ କାଠ ଗଲା

ବାଲିଗୁଡ଼ା ବନଖଣ୍ଡ ରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରା ରେ ରଥ ନିର୍ମାଣ ପାଇଁ କାଠ ଗଲା

April 26, 2026
ଉତ୍କଳ ହସ୍ପିଟାଲରେ ବିଶ୍ୱ ଲ୍ୟାବରେଟରୀ ପ୍ରୋଫେସନାଲ୍ସ ସପ୍ତାହ ପାଳନ

Utkal Hospital Observes World Laboratory Professionals Week

April 26, 2026
ଉତ୍କଳ ହସ୍ପିଟାଲରେ ବିଶ୍ୱ ଲ୍ୟାବରେଟରୀ ପ୍ରୋଫେସନାଲ୍ସ ସପ୍ତାହ ପାଳନ

ଉତ୍କଳ ହସ୍ପିଟାଲରେ ବିଶ୍ୱ ଲ୍ୟାବରେଟରୀ ପ୍ରୋଫେସନାଲ୍ସ ସପ୍ତାହ ପାଳନ

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରାହ୍ମଣ ଝରିଲୋସ୍ଥିତ ଚୋରା ଗ୍ୟାସ ଗୋଦାମ ଉପରେ ପୋଲିସର ଚଢାଉ : ଶହେରୁ ଉର୍ଦ୍ଧ୍ବ ଗ୍ୟାସ ସିଲିଣ୍ଡର ଜବତ, ଦୁଇ ଅଟକ

ବ୍ରାହ୍ମଣ ଝରିଲୋସ୍ଥିତ ଚୋରା ଗ୍ୟାସ ଗୋଦାମ ଉପରେ ପୋଲିସର ଚଢାଉ : ଶହେରୁ ଉର୍ଦ୍ଧ୍ବ ଗ୍ୟାସ ସିଲିଣ୍ଡର ଜବତ, ଦୁଇ ଅଟକ

April 26, 2026
ବାଲିଗୁଡ଼ା ବନଖଣ୍ଡ ରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରା ରେ ରଥ ନିର୍ମାଣ ପାଇଁ କାଠ ଗଲା

ବାଲିଗୁଡ଼ା ବନଖଣ୍ଡ ରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରା ରେ ରଥ ନିର୍ମାଣ ପାଇଁ କାଠ ଗଲା

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version