ଏକୋ ସୂ ସମ୍ପର୍କ ଗଠିତ ହେବା ସହ ପୋଲିସ ଏବଂ ଜନ ସାଧାରଣ ଙ୍କ ମଧ୍ୟରେ ଭଲ ସମ୍ପର୍କ ଗଠନ ହେବା ସହ ପ୍ରତେକ କ୍ଷେତ୍ର ରେ ପୋଲିସ କୁ ସଫଳତା ମିଳିବ ଏବଂ କନ୍ଧମାଳ ଜିଲ୍ଲା ର ଖରାପ ରାସ୍ତା ରେ ଯାଉଥିବା ଯୁବକ ଯୁବତୀ ମାନଙ୍କୁ ମୂଖି ସ୍ରୋତରେ ସାମିଲ ହେବା ସହ ନିଜର ଜୀବନ ଜୀବିକା ଉପରେ ନିର୍ଭର ହେବା ସହ ନିଜ ପରିବାର ଙ୍କ ସହ ଖୁସି ରେ ରହିବେ ।
କନ୍ଧମାଳ ଆରକ୍ଷ ଅଧୀକ୍ଷକ ଜିଲ୍ଲା ର ପାରମ୍ପରିକ ଭାଷା ବା କୁଈ ଭାଷା ରେ ନିଜର ପରିଚୟ ଦେବା ସହ ଭଲ ମନ୍ଦ ପଚାରିବା ଏବଂ କୁଇ ଭାଷା ରେ ବକ୍ତବ୍ଯ ଶୁଣି ଜନ ସାଧାରଣ କିଛି ସମୟ ପାଇଁ ନିଜ ଜିଲ୍ଲା ର ପୁଅ କୁ ପାଇଲା ଭଳି ଅନୁଭବ ମଧ୍ୟ କରିଥିଲେ। ତେବେ ଏହି ଫୁଟବଲ୍ ଲିଗ୍ ଆଗାମୀ ଦିନ ରେ ଜନ ସାଧାରଣ ଙ୍କ ସହ ପୋଲିର ସୂ ସମ୍ପର୍କ ଗଠିତ ହେବ ଏବଂ ପୋଲିସ କୁ ନ ଡରିବା ସହ ପୋଲିସ କୁ ସବୁ କ୍ଷେତ୍ର ରେ ସହଯୋଗ କରିବା ପାଇଁ କନ୍ଧମାଳ ଜିଲ୍ଲା ର ଆରକ୍ଷୀ ଅଧିକ୍ଷକଙ୍କ କହିଥିଲେ ।
ତେବେ ୨ଦିନ ଧରି ଚାଲିଥିବା ଫୁଟବଲ୍ ଲିଗ୍ ରେ ଶେଷ ଦିନ ରେ କୋଇର ମାଣ୍ଡୁ ସହ ଡାଙ୍ଗାନାମୁ ଉଭୟ ପକ୍ଷ ଫାଇନାଲ ରେ ଖେଳିଥିବା ବେଳେ କୋଇର ମାଣ୍ଡୁ ବିଜୟ ହେଇଥିବା ବେଳେ ଡାଙ୍ଗା ନାମୁ ରନର ହୋଇଥିଲା ତେବେ ଏହି ଭଳି ସୂ ସମ୍ପର୍କ ଫୁଟବଲ୍ ଲିଗ୍ କୁ ଆଗାମୀ ଦିନ ରେ ଜିଲ୍ଲା ର ପ୍ରତେକ ବ୍ଲକ ଏବଂ ପଞ୍ଚାୟତ ରେ ଅନୁଷ୍ଠିତ ହେବା ସହ ଜିଲ୍ଲା ର ପୋଲିସ ର ବିଭିନ୍ନ କାର୍ଯ୍ୟ କୁ
ଜନସାାରଣଙ୍କ ପାଖରେ କି ଭଳି ପହଞ୍ଚିବ ତାହାକୁ ଗୁରୁତର ଦିଆଯିବ ଏବଂ ଯେଉଁ ମାନେ ମୁଖ୍ୟସ୍ରୋତ ଛାଡି ଭୂଲ୍ ରାସ୍ତା ରେ ଯାଉଛନ୍ତି ଏବଂ ମାଓ ସଂଗଠନ ରେ ମିଶିବା ସହ ଜନ ବିରୋଧୀ କାର୍ଯ୍ୟ କରୁଛନ୍ତି ତାହାଙ୍କ ପାଇଁ ଏହା ଏକ ସଚେତନତା ର ବାର୍ତ୍ତା ବୋଲି କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

© 2023 Odisha Taza News.