ଦିଲ୍ଲିପ ଚାନ୍ଦ ଅଗ୍ରୱ।ଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୂଖ୍ୟ ଅତିଥି ସାଂସଦ ଶ୍ରୀ ବିଶି ଗ୍ରାମାଞ୍ଚଳ ରେ ଏପରି ଏକ ଇଂଲିଶ ମିଡ଼ିୟମ ସ୍କୁଲ ଆଇନଜିବୀ ଶ୍ର ପଟ୍ଟନାୟକ ଓ ଶ୍ରୀ ଅଗ୍ରୱାଲ ଙ୍କ ପ୍ରଚେଷ୍ଟା ହୋଇଥିବା ରୁ ତାଙ୍କୁ ଧନ୍ୟବାଦ ଦେବା ସହ ସ୍କୁଲ ର ଅଧ୍ୟୟନରତ ବିଦ୍ୟାର୍ଥୀ ମାନଙ୍କର ଉନ୍ନତି କାମନା କରିଥିଲେ l
ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l ପରେ ସ୍କୁଲ ର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏଥିରେ ସ୍କୁଲ ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ସମେତ ଅଭିଭାବକ ମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.