ଢେଙ୍କାନାଳ ଜିଲ୍ଲା ଭୁବନଥାନା ବାସୁଦେବପୁର ଗ୍ରାମର ସାଇପ୍ରସାଦ ଦାସ ଏବଂ ଯାଜପୁର ଜିଲ୍ଲା ପାଣିକୋଈଲି ଥାନା ଅନ୍ତର୍ଗତ ସାହାପୁର ଗ୍ରାମର ସୌମ୍ୟ ରଞ୍ଜନ ସାହୁ । ଫ୍ଲାଇଙ୍ଗ ସ୍କାର୍ଡ଼ ଅବକାରୀ କମିଶନର, ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ ଏହି ଧରପଗଡ଼ କରାଯାଇଥିଲା । ଉକ୍ତ ଧରପଗଡ଼ରେ ସାମିଲ ହୋଇଥିଲେ ଆଇଆଇସି ଦିଲିପ ବେହେରା, ଇନିସପେକ୍ଟର ଉମାକାନ୍ତ ସ୍ୱ।ଇଁ, ଏ ଏସ ଆଇ ନଟବର ମଲ୍ଲିକ, ଏସ କେ ସାକାହର,ମୋତିଲାଲ ମାହନ୍ତ,କନେଷ୍ଟବଳ ଦିଲିପ କୁମାର ନନ୍ଦ,ଗୌରାଙ୍ଗ ନାୟକ, ଦେବାଶିଷ ବେହେରା, ରୋଜାଲିନ୍ ପଟ୍ଟନାୟକ ।
© 2023 Odisha Taza News.