ପାଖରେ ଥିବା ଚିକୁ ମିଶ୍ର ନାମକ ଯୁବକଙ୍କୁ ଛଡାଇଥିଲେ ଓ ସାଙ୍ଗେସାଙ୍ଗେ ଉଦ୍ଧାର କରି କୋଟଗଡ଼ ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ଘଟଣାସ୍ଥଳରୁ ହତ୍ୟା ଉଦ୍ୟମକାରୀ ଯୁବକ କୁନା ଫେରାର ହୋଇଯାଇଥିବା ଜଣାପଡିଛି । କୋଟଗଡ଼ ଥାନାରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ କୋଟଗଡ ଥାନା ଅଧିକାରୀ ଲଳିତ ମୋହନ ସାଗର ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ କୁନାକୁ ଖୋଜାଖୋଜି କରୁଛନ୍ତି । ହତ୍ୟା ଉଦ୍ୟମର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଗୁରୁତର ପଦ୍ମ ଚରଣ ରଥଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଛି ।

© 2023 Odisha Taza News.