୧୨ ଜାନୁଆରୀ ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା :– କେ. ପି. ଏନ.ଉଚ୍ଚ ମଧ୍ୟମିକ ସ୍କୁଲ. ବାଙ୍କୋଇ. ଖୋର୍ଦ୍ଧା .ଗୁରୁବାର କେ. ପି. ଏନ ଉଚ୍ଚ ମାଧ୍ୟ୍ୟ ମିକ ବିଦ୍ୟାଳୟ ରେ ଆତ୍ମାରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଛି ଏହି ଶିବିରରେ ପ୍ରାୟ 80 ଜଣ ଛାତ୍ରୀ ଉପସ୍ଥିତ ଥିଲେ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ପ୍ରଦୀପ କୁମାର ରାଉତରାୟ ଙ୍କ ସଭାପତିତ୍ୱ ରେ ଉଦଘାଟନ ହୋଇଥିଲା ଅଧ୍ୟାପକ ଶ୍ରୀ ଯୁକ୍ତ ରଙ୍କନିଧି ବଳିୟାରସିହଂ
ଶ୍ରୀ ଯୁକ୍ତ ଆକବର ଅଲ୍ଲୀ ଶ୍ରୀ ଯୁକ୍ତ ଶ୍ରୀନିବାସ ଛୋଟରାୟ ଶ୍ରୀ ଯୁକ୍ତ ବିବେକାନନ୍ଦ ସ୍ୱାଇଁ ଶ୍ରୀ ଯୁକ୍ତ କାଁହୁ ଚରଣ ମଙ୍ଗରାଜ ଶ୍ରୀଯୁକ୍ତ ତପନ ମହାପାତ୍ର ଓ ଅଧ୍ୟାପିକା ହରପ୍ରିୟା ଦାସ ଛାତ୍ରୀ ମାନଙ୍କୁ ଆତ୍ମାରକ୍ଷା ତାଲିମ ଉପରେ ଭାଷଣ ମାଧ୍ୟମରେ ଉତ୍ସାହିତ କରିଥିଲେ ଏହି ତାଲିମ ଶିବିର ଆଠ ଦିନ ଧରି ଚାଲୁ ରହିବ ପ୍ରୋଗ୍ରାମ ଅଫିସର ଶ୍ରୀପ୍ରସାଦ ସାମନ୍ତ ଶିବିର ପରିଚାଳନା କରିଥିଲେ ଶେଷରେ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରା ଯାଇଥିଲା.

© 2023 Odisha Taza News.