No Result
View All Result
୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଆଜି ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ସଫେଇ କାର୍ଯ୍ୟ ସଠିକ୍ ଭାବରେ କରାଯାଉଛି କି ନାହିଁ । ତାହାର ସମୀକ୍ଷା କଲେ ପୈ।ର ପରିଷଦର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ବାରିକ ।
ସଫେଇ କାର୍ଯ୍ୟ କର୍ମଚାରୀମାନଙ୍କୁ ସଠିକ ଭାବେ ନିଜର କାର୍ଯ୍ୟ ତୁଲାଇବା ପାଇଁ ନିର୍ଦ୍ଦେଶ ଦେବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲାର ସ୍ବଛତା ମିଶନ କୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ।

No Result
View All Result