• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ଚାଷୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦାବୀ – ସୁରମା ପାଢୀ

Proprietor Abhimanyu Maharana by Proprietor Abhimanyu Maharana
January 10, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ବାଣିଜ୍ୟ, ରାଜନୀତି, ହୋମ୍
0
ରଣପୁର ଚାଷୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦାବୀ – ସୁରମା ପାଢୀ
Share on FacebookShare on TwitterWhatsapp

୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଚାଷୀମାନଙ୍କ ର ସ୍ୱାର୍ଥ ଦୃଷ୍ଟିରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦାବୀ ରହୁଛି , ଶ୍ରୀମତି ସୁରମା ପାଢୀ : ଧାନ କିଣା ବିକାରେ ବର୍ତମାନ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀମାନେ ମିଲର ମାନଙ୍କର ପକ୍ଷ ଧରିଛନ୍ତି । ଡେରିରେ ମଣ୍ଡି ଖୋଲିବା କାରଣରୁ ଚାଷୀମେନେ ମାତ୍ରଧିକ ସୁଧ ଡରରେ ଦଲାଲ ମାନଙ୍କୁ ଧାନ ବିକ୍ରି କରିଦେଉଛନ୍ତି । ଏହାଛଡା ଅଧିକ ଦିନ ରହିଲେ ଧାନ ଶୁଖି ଓଜନ କମିବାରେ ଭୟ ଚାଷୀ ମନରେ ରହୁଛି ।

ୠଇଛ ଅନୁସାରେ ୧୭% ଧାନ ପର୍ଯ୍ୟନ୍ତ କଟନି ଛଟନି ହେବ ନାହିଁ ବୋଲି ନିୟମ ଅଛି । ଯେଉଥିରେ ଗୁଣ୍ଡ, ସୁଆଁ ଧାନ, ବାଳୁଙ୍ଗା, ବାଲି, କାଠିକୁଟା ପାଇଁ ୪% ଥିବାବେଳେ ଆଦ୍ରତା ପାଇଁ ୧୩% ଅଛି । କିନ୍ତୁ ୠଇଛ ମାନ ନଦଖେି ବର୍ତମାନ ଚାଷୀର ଧାନରେ ମାନଇଛା କ୍ୱିଟାଂଲ କୁ ୮ ରୁ ୧୦ କେଜି କଢାଯାଉଛି । ଡେରିରେ ଧାନ ନିଅଯୀବ ନାହିଁ ଓ ଟୋକନ ଲ୍ୟାପ୍ସ୍ କଥାକୁ ନେଇ ଚାାଷୀ ଙ୍କୁ ଡରାଯାଉଛି । ଚଳିତ ବର୍ଷ ଡିସେମ୍ବର ମାସରୁ ବର୍ଷା ଛାଡିଯିବା କରଣରୁ ଧାନରେ ଆଦ୍ରତା ନାହିଁ । ପାଣୀପାଗ ଠିକ୍ ଥିବା ଓ ଦୈବୀ ଦୁର୍ବିପାକ ନହୋଇଥିବା କାରଣରୁ ଧାନରେ ଅଗାଡି, କାଠି, କୁଟା, ଗୁଣ୍ଡ ମଧ୍ୟ ନାହିଁ । ତଥାପି କାହିଁକି ୮ ରୁ ୧୦ କେଜି ଧାନ କଟାଯାଉଛି..?ମିଲ ମାଲିକ, ସେବା ସମବାୟ ସମିତିର ସମ୍ପାଦକ ଓ ଚାଷୀମାନେ ରୁଦ୍ଧଦ୍ୱାର ବୈଠକ କରି କ୍ୱିଟାଂଲ ପିଛା ୮ ରୁ ୧୦ କେଜି କଟନି ଛଟନି କରିବାର ନିଷ୍ପତି ସର୍ବସାଧାରଣରେ ଚର୍ଚ୍ଚା ହେଉଛି । ତାହା ଯଦି ସତ ହୋଇଥିବ ତେବେ ସାଙ୍ଘାତିକନିଶ୍ଚୟ । କଟନି ଛଟନି କୁ ବିରୋଧ କରି ବର୍ତମାନ ରଣୁର ଆଚଂଳରେ ଅନେକ ଚାଷୀ ଧାନ ବିକ୍ରି କରିନଥିବା ବେଳେ ଯାଚଂ କମିଟି ପ୍ରଥମେ ମିଲର ମାନଙ୍କ ଗୋଦାମରେ ଚଢାଉ କରି ଥରେ ନଜର ରଖନ୍ତୁ କିଭଳି ମିଲ୍‌ର ଗୋଦାମ ଫୁଲ ହୋଇଛି ।

 ଅନେକ ସମୟରେ ନୟାଗଡ ଜିଲ୍ଲାର ମିଲର ମାନେ ଅଭିଯୋଗ ବାଢନ୍ତି ଯେ ଦଳୀୟକାମ, ନିର୍ବାଚନ ଲଢିବା ପାଇଁ ବ୍ୟକ୍ତିଗତ କାମପାଇଁ ଶାସକ ଦଳର ନେତାମାନେ ସେମାନଙ୍କ ଠାରୁ ଅଘୋଷିତ ଚାନ୍ଦା ଆଦାୟ କରନ୍ତି । ଏସବୁର ଭରଣା ପାଇଁ ତାଙ୍କୁ କଟନି ଛଟନି କରିବାକୁ ପଢୁଛି ।ଚାଷୀ ସମବାୟ ସମିତର ସମ୍ପାଦକ, ମିଲର ଓ ବିଧାୟକ ର ଉପସ୍ଥିତି ରେ ହୋଇଥିବା ବୈଠକରେ ଚାଷୀମାନେ ସେମାନଙ୍କ ହକ୍ ପାଇଁ ଆଣ୍ଠୁ ଛିଡାଉଥିବା ବେଳେ ନିଯେ ନିର୍ବାଚିତ ପ୍ରତିନିଧି ହିସାବରେ ବିଧାୟକ ଚୁପ୍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଉତମମାନ ଧାନର କ୍ରୟମୁଲ୍ୟ ୨୦୬୦ ଟଙ୍କା ଥିବା ବେଳେ ମଧ୍ୟମ ମାନର ଧାନର କ୍ରମୁଲ୍ୟ ୨୦୪୦ଟଙ୍କା । ପ୍ରତି କେଜି ପିଛା ଚାଷୀ ପାଉଛି ୨୦.୪୦ ପଇସା । ବର୍ତମାନ ପରିସ୍ଥିତିରେ ୮ କେଜି କାଟିବା ଦ୍ୱାରା ଚାଷୀ ସଧା ଶଳଖ ୧୬୩ ଟଙ୍କା ୨୦ ପଇସା କ୍ଷତି ସହୁଛି । ଏହାପରେ ଅଖା ପାଇଁ ୨୦ଟଙ୍କା, ସିଲାଇ ଓ ପରିବହନ ପାଇଁ ୨୦ଟଙ୍କା କ୍ଷତି ସହୁଛି । ସମୁଦାୟ ମିଶି ପ୍ରତି କ୍ୱିଟାଂଲ ରେ ଚାଷୀ ୨୦୦ ଟଙ୍କା କ୍ଷତି ସହୁଛି । ତେଣୁ ଚାଷୀ ତାର ଲାଭାଂଶକୁ ମିଲର ହାତରେ ଟେକି ଦେଉଛି.

ଚାଷୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦାବୀ ରହୁଛି 

x. ଉିଲ ମାଲିକଙ୍କୁ ଧାନ ଶିଘ୍ର କିଣିବା ପାଇଁ ତାଗିଦ କରାଯାଉ, ବିନା କଟନୀ  ଛଟନୀ ରେ ।
x. ଟୋକନର ସମୟ ସୀମା ଆଉ ଏକମାସକୁ ବୃଦ୍ଧି କରାଯାଉ ।
x.  ସରକାରୀ ଧାର୍ଯ୍ୟ ଦରରେ ଚାଷୀର ସମସ୍ତ ଧାନ କିଣାଯାଉ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

September 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version