ସମିତି ସଭ୍ୟ ମାଣିକ ରଇତ , ନାବେ ସରପଞ୍ଚ ମନୋରଞ୍ଜନ ରଇତ ଓ ସମସ୍ତ ଓ୍ବାର୍ଡସଭ୍ୟ/ ସଭ୍ୟିା ସମସ୍ତ ଓ୍ବାର୍ଡସଭ୍ୟ/ ସଭ୍ୟିା ପ୍ରମୁଖ ଯୋଗ ଦେଇଥିଲେ । ପ୍ରମୁଖ ଯୋଗଦେଇଥିଲେ । ମେଟ୍ ରେ ୧୬ଗୋଟି ଟିମ୍ ଭାଗନେଇଥିଲେ । ସେଥି ମଧ୍ୟରୁ କେନ୍ଦୁସାହି ଟିମ୍ (Winner) ଓ କରଞ୍ଜନାଳ ଟିମ୍ (Runner) ହୋଇଥିଲେ ।
ଏହି କାର୍ଯ୍ୟକ୍ରମ ଟିକୁ ନିର୍ବାହୀ ଅଧିକାରୀ ଅନିତାରାଣୀ ଦାଶ ପରିଚାଳନା କରିଥିଲେ । ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଗଜପତି ଉତ୍ସବରେ ବିଜେତା ପ୍ରତିଯୋଗୀଙ୍କୁ ପୁରସ୍କୁତ କରାଯିବ ବୋଲି ଜିପିଇଓ କରିଥିଲେ ।

© 2023 Odisha Taza News.