• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାଣନ୍ତୁ ବୁଧବାର ଆପଣଙ୍କର ଆଜିର ରାଶିଫଳ

Proprietor Abhimanyu Maharana by Proprietor Abhimanyu Maharana
December 28, 2022
in ଓଡ଼ିଶା, ମହାନଗର, ରାଶିଫଳ, ହୋମ୍
0
ଜାଣନ୍ତୁ ବୁଧବାର ଆପଣଙ୍କର ଆଜିର ରାଶିଫଳ
Share on FacebookShare on TwitterWhatsapp

୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ମେଷ : ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିରୁ ଆଜିର ଦିନ ଲାଭଦାୟକ ରହିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ସମ୍ପୂର୍ଣ୍ଣ କରି ପାରିବେ। ବ୍ୟବସାୟରେ ମଧ୍ୟ ଯୋଜନା ଭଲ ବନି ପାରିବ। ପରୋପକାର ଉଦ୍ଦେଶ୍ୟରେ କରାଯାଇଥିବା କାର୍ଯ୍ୟରେ ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବାର ଆଶା ରଖିପାରନ୍ତି। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ସଂଘର୍ଷରେ ଆପଣଙ୍କ ହିଁ ବିଜୟ ହେବ।

ବୃଷ : କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ବାଣୀର ମଧୁରତା ଅନ୍ୟ ଲୋକମାନଙ୍କୁ ପ୍ରଭାବିତ କରିବ ଏବଂ ତା’ ଦ୍ଵାରା ଲାଭ ପ୍ରାପ୍ତି ହେବ। କଳା ତଥା ପଢ଼ିବା-ଲେଖିବାରେ ଆପଣଙ୍କ ରୁଚି ରହିବ। ବିଦ୍ୟାଭ୍ୟାସ ପାଇଁ ଅନୁକୂଳ ସମୟ ଅଟେ। ବାହରେ ଭୋଜନ କରନ୍ତୁ ନାହିଁ। ଅନ୍ୟଥା ପାଚନତନ୍ତ୍ରର ଅସୁବିଧା ହେବାର ଆଶଂକା ଅଛି।

ମିଥୁନ : ଅତ୍ୟଧିକ ଭାବନାଶୀଳତା ଆପଣଙ୍କ ମନକୁ ସମ୍ବେଦନଶୀଳ ବନାଇବ। ବିଶେଷ ରୂପରେ ଜଳାଶୟ ଏବଂ ମହିଳାବର୍ଗଙ୍କଠାରୁ ସଚେତନ ରହିବାକୁ ପଡ଼ିବ। ପ୍ରତିକୂଳ ସଂଯୋଗ ବନିବାରୁ ଆପଣଙ୍କ କାର୍ଯ୍ୟରେ ଅଳ୍ପ ବିଳମ୍ବ ହୋଇପାରେ। ଶରୀରରେ ଫୂର୍ତ୍ତି ଏବଂ ମନରେ ଉତ୍ସାହର ଅଭାବ ରହିବ। ପେଟର ରୋଗ ଆପଣଙ୍କୁ ହଇରାଣ କରିପାରେ। ଅଧିକାରୀମାନଙ୍କର ନକାରାତ୍ମକ ବ୍ୟବହାର ଅସୁବିଧାରେ ପକାଇପାରେ।

କର୍କଟ : ଆଜି କାର୍ଯ୍ୟର ସଫଳତା ଆପଣଙ୍କୁ ଅପେକ୍ଷା କରିଛି। ତା’ କାରଣରୁ ଆପଣଙ୍କ ଆନନ୍ଦ ଉତ୍ସାହ ଦୁଇଗୁଣ ହେବ। ମନ ସତେଜ ଏବଂ ପ୍ରଫୁଲ୍ଲିତ ରହିବ। ମିତ୍ର, ସମ୍ବନ୍ଧମାନଙ୍କ ସହିତ ସାକ୍ଷାତକରି ଏବଂ ଯାତ୍ରା କରିବାର କାର୍ଯ୍ୟକ୍ରମ ହେବ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁ ପରାଜିତ ହେବେ।

ସିଂହ : ଆଜି ଆପଣଙ୍କ ଦିନ ମିଶ୍ରତ ଫଳଦାୟୀ ରହିବ। କାର୍ଯ୍ୟରେ ଅଧିକ ସଫଳତା ମିଳିବ ନାହିଁ। ତେଣୁ ହତାସାର ଭାବନା ଆସିପାରେ। ପରିବାରରେ ମିଳାମିଶାର ବାତାବରଣ ରହିବ। ଦୂରରେ ରହୁଥିବା ମିତ୍ରମାନଙ୍କ ତଥା ସ୍ନେହୀଜନମାନଙ୍କ ସହିତ ସନ୍ଦେଶ-ବ୍ୟବହାର ଲାଭଦାୟକ ପ୍ରମାଣିତ ହେବ। ଆୟ ଅପେକ୍ଷା ବ୍ୟୟର ମାତ୍ରା ଅଧିକ ରହିବ। କ୍ରୋଧ ଆପଣଙ୍କ କାମ ବିଗାଡ଼ି ପାରେ, ଏଥିରେ ନିୟନ୍ତ୍ରଣ ରଖିବେ।କନ୍ୟା : ବ୍ୟାପାରରେ ଲାଭ ସହିତ ସଫଳତା ମିଳିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ସାକ୍ଷାତକରି ହେବ। ତାଙ୍କ ତରଫରୁ ମିଳୁଥିବା ଉପହାର ଆପଣଙ୍କୁ ପ୍ରସନ୍ନ କରିବ। ଦାମ୍ପତ୍ୟଜୀବନରେ ମଧୁରତା ରହିବ। ଘରେ ସୁଖ-ଶାନ୍ତିର ମାହୌଲ ରହିବାରୁ ମନରେ ପ୍ରସନ୍ନତା ଅନୁଭବ କରିବେ। ଚାକିରିରେ ଲାଭ ମିଳିବ, ପ୍ରମୋଶନ ହେବାର ସଂପୂର୍ଣ୍ଣ ସଂଭବାନା ଅଛି।

ତୁଳା : ଆଜି ଆପଣଙ୍କୁ ସ୍ଵାସ୍ଥ୍ୟ ବିଷୟରେ ଧ୍ୟାନ ରଖିବାକୁ ପଡ଼ିପାରେ। ଅବିଚାରୀ ଏବଂ ମବମାନନା ବ୍ୟବହାର ଆପଣଙ୍କୁ ଅସୁବିଧାରେ ପକାଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ ଅନ୍ୟଥା କାହା ସହିତ ବାଦ-ବିବାଦ ହେବାର ଆଶଂକା ଅଛି। ମନୋରଞ୍ଜନରେ ଧନ ଖର୍ଚ୍ଚ ହୋଇପାରେ। ଏହି ସମୟ ଆଧ୍ୟାତ୍ମିକ ବ୍ୟବହାର ସହାୟକ ହେବ।

ବିଚ୍ଛା : ଚାକିରି-ଧନ୍ଦା ଏବଂ ବ୍ୟବସାୟ କ୍ଷେତ୍ରରେ ଆଜି ଆପଣଙ୍କୁ ଲାଭ ହିଁ ଲାଭ ମିଳିବ। ତା’ ସହିତ ମିତ୍ର, ପରିଜନମାନଙ୍କର ଏବଂ ବୃଦ୍ଧଙ୍କର ତରଫରୁ ମଧ୍ୟ ଲାଭ ପ୍ରାପ୍ତିର ସଂକେତ ଅଛି। ସାମାଜିକ ସମାରୋହ, ପର୍ଯ୍ୟଟନ ପରି ପ୍ରସଂଙ୍ଗରେ ଯାଇପାରନ୍ତି। ଶରୀର ଏବଂ ମନରେ ଆପଣ ଖୁବ ପ୍ରଫୁଲ୍ଲିତ ରହିବେ। ଆୟର ସ୍ତ୍ରୋତ ବଢ଼ିବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ବନିବ।

ଧନୁ : ଆଜି ଆପଣଙ୍କ ଯଶ, କୀର୍ତି ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ଖୁସି ରହିବାରୁ ପ୍ରମୋଶନର ସଂଭାବନା ବଢ଼ିବ। ସ୍ଵାସ୍ଥ୍ୟ ଭଲ ରହିବ। ପରିବାରରେ ଆନନ୍ଦର ବାତାବରଣ ରହିବ। ପିତା ତଥା ସରକାରଙ୍କ ତରଫରୁ ଲାଭ ମିଳିବ। ଆର୍ଥିକ ଯୋଜନା ଭଲ ଭାବରେ ପୂରା କରି ପାରିବେ। ବ୍ୟାପାର ହେତୁ ଯାତ୍ରାର ସଂଭାବନା ଅଛି। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।ମକର : ବୌଦ୍ଧିକ କାର୍ଯ୍ୟ କିମ୍ବା ସାହିତ୍ୟ ଲେଖନ ପରି ପ୍ରବୃତ୍ତିଗୁଡ଼ିକ ପାଇଁ ଆଜି ଅନୁକୂଳ ଦିନ ଅଟେ। ଆପଣଙ୍କ ବ୍ୟବସାୟରେ ନୂଆ ବିଚାରଧାରା ଆପଣଙ୍କ କାର୍ଯ୍ୟଗୁଡ଼ିକୁ ନୂଆ ସ୍ଵରୂପ ଦେବ। ବ୍ୟବସାୟ କ୍ଷେତ୍ରରେ ପ୍ରତିକୂଳ ବାତାବରଣ ଆପଣଙ୍କ ମନକୁ ଅସୁସ୍ଥ କରିପାରନ୍ତି। ଶାରୀରିକ ଆଳସ୍ୟ ଅନୁଭବ କରିପାରନ୍ତି। ସନ୍ତାନଙ୍କର ସମସ୍ୟା ଆପଣଙ୍କୁ ହଇରାଣ କରିପାରେ। ଭୁଲବାଟରେ ଧନ ଖର୍ଚ୍ଚ ହୋଇପାରେ।

କୁମ୍ଭ : ଆଜି ନିଷେଧାତ୍ମକ କାର୍ଯ୍ୟଗୁଡ଼ିକରେ ଏବଂ ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ବାଦ-ବିବାଦରୁ ବଞ୍ଚନ୍ତୁ, କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଆର୍ଥିକ ଅଭାବ ଅନୁଭବ ହୋଇପାରେ କିନ୍ତୁ ଶେଷରେ ସବୁ ଠିକ ହୋଇଯିବ। ଈଶ୍ଵରଙ୍କର ସ୍ମରଣ ଏବଂ ଆଧ୍ୟାତ୍ମିକତା ଆପଣଙ୍କ ମାନସିକ ବୋଝକୁ ହାଲୁକା କରିବ। ଜମି, ବାହନ କିଣିଲା ବେଳେ କାଗଜପତ୍ର ବନାଇବାରେ ସାବଧାନ ରହିବେ।

ମୀନ : ଦୈନିକ କାର୍ଯ୍ୟଗୁଡ଼ିକରୁ ସମୟ ବାହର କରି ଆଜି ଆପଣ ବୁଲିବାକୁ ଏବଂ ମନୋରଞ୍ଜନ ପଛରେ ସମୟ ବିତାଇବେ। ସ୍ଵଜନମାନଙ୍କ ତଥା ମିତ୍ରମାନଙ୍କ ସହିତ ପିକନିକରେ ଯାଇପାରନ୍ତି। ସିନେମା, ନାଟକ କିମ୍ବା ବାହର ଭୋଜନ କରିବାର କାର୍ଯ୍ୟକ୍ରମ ଆପଣଙ୍କୁ ଆନନ୍ଦିତ କରିବ। ବ୍ୟବସାୟରେ ଭାଗିଦାରୀ ପାଇଁ ଶୁଭ ସମୟ ଅଟେ। ଦାମ୍ପତ୍ୟଜୀବନରେ ଅଧିକ ନିକଟତା ସ୍ଥାପିତ ହେବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version