ଧନୁଯାତ୍ରା ପୌରାଣିକ କଥାବସ୍ତୁ ଉପରେ ଆଧାରିତ ରଙ୍ଗୋଲି ମହୋତ୍ସବରେ ଜିଲ୍ଲାର ୩୬ଟି ସ୍କୁଲ ଓ କଲେଜର ୪୦୦ଛାତ୍ରୀ ଭାଗ ନେଇଥିବା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ ବିଭିନ୍ନ ସ୍କୁଲ କଲେଜର ୧୨୦ଜଣ ଚିତ୍ର କାରିଗର ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତନିର୍ହିତ ଶକ୍ତିର ପ୍ରତିଭାକୁ ବିକଶିତ କରିବା ପାଇଁ ଧନୁଯାତ୍ରା ମହୋତ୍ସବରେ ରଙ୍ଗୋଲି ଓ ଚିତ୍ରାଙ୍କନ ପିଲାଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ । ଦୁଇ ବର୍ଷ ପରେ ପୁଣିଥରେ ଧନୁଯାତ୍ରା ଆସୁଥିବାରୁ ବରଗଡ଼ ଜିଲ୍ଳାବାସୀ ଓ ପ୍ରତିଯୋଗୀଙ୍କୁ କରିଛି ବେଶ ଉତ୍ସାହିତ … 


© 2023 Odisha Taza News.