No Result
View All Result
୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳଖେମୁଣ୍ଡି :- ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ସର୍ବ ସମ୍ମତି କ୍ରମେ ନିର୍ବାଚିତ ନିମ୍ନଲିଖିତ ସଭ୍ୟ ସଭ୍ୟା ମାନେ ହେଲେ. ଉପଦେଷ୍ଟା ମଣ୍ଡଳୀରେ ମୁଖ୍ୟ ଉପଦେଷ୍ଟା – ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଉପଦେଷ୍ଟା ଭାବେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା,ଅନାଦି ପାଣିଗ୍ରାହୀ, ଦୁର୍ଗା ମାଧବ ପଣ୍ଡା,ହିରାଚାନ୍ଦ ପଟ୍ଟନାୟକ (ଆଇନ୍ ପରାମର୍ଶ) ।
ସଭାପତି: ଭାରତ ଭୂଷଣ ମହାନ୍ତି, ଉପ ସଭାପତି: ଆଶାଲତା ପାଣିଗ୍ରାହୀ,ବିଧାନ ଚନ୍ଦ୍ର ଚୌଧୁରୀ, ସମ୍ପାଦକ: ଲିଙ୍ଗରାଜ ପ୍ରସାଦ ଦାସ, ସହ ସମ୍ପାଦକ: ବିଚିତ୍ରାନନ୍ଦ ବେବର୍ତ୍ତା,ଗୌରହରି ପଟନାୟକ,କୋଷାଧ୍ୟକ୍ଷ:ପ୍ରମୋଦ ଚନ୍ଦ୍ର ପାଢ଼ୀ, ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ୨୦ଜଣଙ୍କୁ ସଦସ୍ୟ ଭାବେ ମନୋନୀତ କରାଗଲା । ସଭାଶେ ସରେ ଗୌର ହରି ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result