ଉକ୍ତ ସଭାରେ ପଞ୍ଚାୟତର ସମିତିସଭ୍ୟ, ନାଏବ ସରପଞ୍ଚ ଓ ବିଭିନ୍ନ ଓ୍ବାଡର ସଭ୍ୟ/ସଭ୍ୟା, ଜିଆରଏସ୍, ଯୋଗାଣ ସହାୟକ ପ୍ରମୁଖ ଯୋଗଦେଇଥିଲେ । ପଞ୍ଚାୟତ ରାସ୍ତା, ଡ୍ରେନ, ପାନୀୟଜଳ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।
ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଶାଙ୍କ ସେଖର ସୁବୁଦ୍ଧି କାର୍ଯ୍ୟକ୍ରମ ସଂଯୋଜନା କରା ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇଥିବା ବେଳେ ଏଥିରେ ପଞ୍ଚାୟତର ସମସ୍ତ ଗ୍ରାମର ୩ ଶହରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

© 2023 Odisha Taza News.