୦୨ ଡିସେମ୍ବର ଶୁକ୍ରବାର (ଓଡ଼ିଶା ତାଜା ନ୍ୟୁଜ )ପାରଳାଖେମୁଣ୍ଡି :- ଓଡ଼ିଶାର ବିଶିଷ୍ଠଭାଷାବିତ୍ ,ଅନୁବାଦକ,ପ୍ରାବନ୍ଧିକ ,ସମାଲୋଚକ, ସାହିତ୍ୟି କ ଶିଖାବିତ ଆଜି ତାଙ୍କର ଦେହାନ୍ତରେ କେବଳ ଆମେ ନୁହେଁ ସାରା ଓଡ଼ିଶା ବାସୀ ସ୍ତବ୍ଧ ନୀରବ ଚକିତ। ରାଜ୍ୟ ତଥା ଜାତୀୟସ୍ତରରେ ସେ ଅନେକ ଗୁଡ଼ିଏ ସମ୍ବର୍ଥାନାର ଅଧିକାରୀ ଅଟନ୍ତି।ଉତ୍କଳ ହିତୈଷିଣୀ ସମାଜ ଆନୁକୁଲ୍ୟରେ ଅନୁଷ୍ଠିତ ସ୍ମୃତି ଚାରଣ କରାଯାଇଥିଲା ।
ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କଲାବେଳେ ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା ବିନୋଦ ଚନ୍ଦ୍ର ଜେନା, ଆର୍ତର୍ତ୍ରlନ ଚଇନି,ଡ଼କ୍ଟର କଲ୍ୟାଣୀ ମିଶ୍ର,ଭାଗବତ ପାଢ଼ୀ,ସୁରେଶ ଚନ୍ଦ୍ର ଦାଶ,ଶରତ ଚନ୍ଦ୍ର ସାହୁ,ଆଶାଲତା ପାଣିଗ୍ରାହୀ,ବିଧାନ ଚୌଧୁରୀ ପ୍ରଭୃତି ଶୋକ ସଭାରେ ଯୋଦେଇଥିଲେ।














