ଗଣିଆ ବ୍ଲକ୍ ପ୍ରତିନିଧି ଶେଷଦେବ ସ୍ୱାଇଁ ,ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା,ବିଜେଡ଼ି ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ସୋରଡ଼ା ସରପଞ୍ଚ ଫକିର ମୋହନ ସାହୁ ,ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
କିମ୍ସ ଚିକିତ୍ସାଳୟର ଡାକ୍ତର ଡ଼ ଚାନ୍ଦିନୀ ମିଶ୍ର, ସଙ୍ଗୀତା ପ୍ରଧାନ ଏବଂ କେ ଏସ ସଙ୍ଗୀତା ୫ ଶହ ରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଥିବା ବେଳେ କିମ୍ସ କର୍ମଚାରୀ ମାଗଣା ଔଷଧ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ସୋରଡ଼ା ସରପଞ୍ଚ ଫକିର ମୋହନ ସାହୁ,ସାଂସଦ ଙ୍କ ବ୍ଲକ୍ ପ୍ରତିନିଧି ବିଜୟ କୁମାର ସାସମଲ,ଜିଲ୍ଲା ପରିଷଦ ପ୍ରତିମା ଦଳ ବେହେରା ଏବଂ ସମିତି ସଭ୍ୟ ସହଯୋଗ କରିଥିଲେ ।

© 2023 Odisha Taza News.