No Result
View All Result

ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ବଳବନ୍ତରାୟ ଓ ବିଧାୟକ ବ୍ୟୋମକେଶ ରାୟଙ୍କୁ ପଦ୍ମପୁର ତାଲିକାରୁ ବାଦ୍ ଦିଆଯାଇଛି ଓ ଧାମନଗର ଉପନିର୍ବାଚନ ପରେ ଏମାନେ ବିବାଦୀୟ ହୋଇଥିଲେ
୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ପଦ୍ମପୁର/ଭୁବନେଶ୍ୱର :- ଭୁବନେଶ୍ୱର :- ବିଜେଡିର ଚାଳିଶ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଗ୍ରେ ରହିଛନ୍ତି ଓ ସେହିପରି ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ,ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ ନାଁ କ୍ରମାନ୍ୱୟରେ ଥିଲେ ହେଁ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ବଳବନ୍ତରାୟ ଓ ବିଧାୟକ ବ୍ୟୋମକେଶ ରାୟଙ୍କୁ ପଦ୍ମପୁର ତାଲିକାରୁ ବାଦ୍ ଦିଆଯାଇଛି ଓ ଧାମନଗର ଉପନିର୍ବାଚନ ପରେ ଏମାନେ ବିବାଦୀୟ ହୋଇଥିଲେ
ବିଜେଡି ଷ୍ଟାର୍ ପ୍ରଚାରକ :-
ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ୟ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଡ. ଅରୁଣ କୁମାର ସାହୁ, ସୁଶାନ୍ତ ସିଂହ, ରାଜେନ୍ଦ୍ର ଢ଼ୋଲକିଆ, ରବୀନ୍ଦ୍ର କୁମାର ଜେନା, ନବ କିଶୋର ଦାସ, ପୁଷ୍ପେନ୍ଦ୍ର ସିଂହଦେଓ, ସାରଦା ପ୍ରସାଦ ନାୟକ, ସମୀର ଦାଶ, କଳିକେଶ ସିଂହଦେଓ, ଟୁକୁନି ସାହୁ, ରୀତା ସାହୁ, ମନୋହର ରାନ୍ଧାରି,
ବିଭୂତି ବଳବନ୍ତରାୟ, ଦେବେଶ ଆଚାର୍ୟ୍ୟ, ସୁଧୀର କୁମାର ସାମଲ, ସ୍ନେହାଙ୍ଗିନୀ ଛୁରିଆ, ରମେଶ ଚନ୍ଦ୍ର ମାଝୀ, ରୋହିତ ପୂଜାରୀ, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ର ସାରଥୀ ବେହେରା, ରାଜେନ୍ଦ୍ର କୁମାର ସାହୁ, ଡ. ରାସେଶ୍ୱରୀ ପାଣିଗ୍ରାହୀ, ବ୍ରଜ କିଶୋର ପ୍ରଧାନ, ବିକ୍ରମ କୁମାର ପଣ୍ଡା, ପ୍ରଦୀପ ମାଝୀ, ଆକାଶ ଦାସ ନାୟକ, ଅଳକା ମହାନ୍ତି, ଶ୍ରୀମୟୀ ମିଶ୍ର, ଅରିନ୍ଦମ ରାୟ, ସତ୍ୟବ୍ରତ(କୁନା) ତ୍ରିପାଠୀ ।


No Result
View All Result