
୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ) ନୟାଗଡ :- ଶିଶୁ ଙ୍କୁ ଉଚିତ ସମ୍ମାନ ଦେବା ,ଭଲ ପାଇବା ଓ ଶିଶୁ ଙ୍କ ର ଭବିଷ୍ୟତ ଶକ୍ତ କରିବା ଉଦେଶ୍ୟ ରେ ପ୍ରତ୍ୟେକ ଶିଶୁ ଙ୍କୁ ପ୍ରେରଣା ଦବା ଲକ୍ଷ୍ୟ ରେ ଆଜି ଏହି ଅବସର ରେବିଜୁମହତାବ ସ୍ୱେଚ୍ଛା ସେବୀ ସଙ୍ଘଠନ ଆନୁକୂଲ୍ୟରେ ବାମନ ଅବକାଶ ହାଇସ୍କୁଲ ଠାରେ ଶିଶୁ ଦିବସ 2022 ପାଳନ କରାଯାଇଥିଲା | ଏଥିରେ ସମାଜ ସେବୀ ଭାଗିରଥି ବାଇ ଙ୍କ ସଭାପତିତ୍ୱ ରେ ଏକ ସଭା ର ଆୟୋଜନ କରାଯାଇଥିଲା
ଏଥିରେ ମୁଖ୍ୟ ଅତିଥି ଭାବେ ସାଓର ମଲ୍ଲ ଅଗ୍ରୱାଲା ସଂମ୍ମାନିତ ଅତିଥି ଭାବେ ଅଶୋକ କୁମାର ନାୟକ ସମିତି ସଭ୍ୟା ଶ୍ରୀମତୀ ଗୋଲାପ ରାଣୀ ସେଠୀ, ଶ୍ରବଣ ରାମ ଯୋଗ ଦେଇଥିଲେ ଏଥିରେ 100ଉର୍ଦ୍ଧ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ସଚ୍ଚିତା ନନ୍ଦ ସାଥୁଆ, କୃପା ସିନ୍ଧୁ ପ୍ରଧାନ, କ୍ରିଷ୍ଣା କୁମାର ଅଗ୍ରୱାଲା, ଦିଲ୍ଲୀପ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ଶ୍ୟାମ ପାତ୍ର, ଇଟାମାଟି ର ବହୁ ବୁଦ୍ଧିଯିବି ଓ ଶିକ୍ଷକ ଯୋଗ ଦେଇଥିଲେ















