No Result
View All Result

ଓଡ଼ିଶା ତାଜା ନ୍ୟୁଜ (୦୮ ନଭେମ୍ବର ମଙ୍ଗଳବାର ) ପୁରୀ :- ଜଗନ୍ ଦାସ (୧୭) ବର୍ଷ ,ପିତା-ନରେନ୍ଦ୍ର ଦାସ(୪୬),ସା-ମଳଖୁପାଟଣା,ପୋ-ସାରଙ୍ଗଯୋଡି,ଥାନା-ସତ୍ୟବାଦୀ,ଜିଲ୍ଲା-ପୁରୀ ର ସ୍ଥାୟୀ ବାସିନ୍ଧା ପିତା ନରେନ୍ଦ୍ର ଦାସ ଗାଁ ରେ ମୂଲ ମଜୁରୀ ଲାଗି ବା ସହ ଫେରିବାଲା ବେପାର କରନ୍ତି, ଜଗନ୍ରର ପିଲାଦିନୁ ଶ୍ରବଣ ଶକ୍ତି ୧୦୦% ନାହିଁ । ସେଥିରେ ବି ଦଇବ ଦାଉ ଜଗନ ର ଦୁଇଟି ଯାକ କିଡ୍ନୀ ୯୦%ଖରାପ, ସେ ସମ ହସ୍ପିଟାଲରେ ରେ ଚିକିତ୍ସା ହେଉଛି ଓ ପ୍ରତି ସପ୍ତାହରେ ଦୁଇଥର ଡାଇଲୋସିସ କରିବାକୁ ପଡୁଛି,, ଯାହାକି ତାର ବାପା ପକ୍ଷେ ସମ୍ଭବ ନୁହେଁ
ଏଣୁ ସେ ଔଷଧ ଓ ଗାଡିଭଡା ପାଇଁ ପଇସା ଯୋଗାଡ଼ କରି ନପାରି ପୁଅକୁ ଘରେ ରଖି ପରିବାର ଅତି ଯନ୍ତ୍ରଣା ରେ ଜୀବନ କାଟୁଛନ୍ତି, ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ସ୍ୱାସ୍ଥ୍ୟ ମନ୍ତ୍ରୀ ଓଡିଶା, ସ୍ୱାସ୍ଥ୍ୟ ସଚିବ ଓଡିଶା ସରକାର ରିଲିପ କମିଶନର ଓଡିଶା ସରକାର, ଅନୁରୋଧ ତୁରନ୍ତ ଜଗନ୍ ର ଚିକିତ୍ସା ପାଇଁ ରାଜ୍ୟ ସରକାର ଙ୍କ ଅନୁଦାନରୁ ସାହାଯ୍ୟ କରନ୍ତୁ,,ଜଗନ ର ପରିବାର ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ–ମୋ- 8144971803 (ନରେନ୍ଦ୍ର ଦାସ) ଯଦି ଜଗନ ର ଚିକିତ୍ସା ପାଇଁ କିଛି ସହାୟତା କରିବାକୁ ଚାହାଁନ୍ତି ତେବେ ଏହି ନମ୍ବରରେ ସହଯୋଗ ରାଶି ପଠାଇ ପାରିବେ 
No Result
View All Result